ଭୁବନେଶ୍ୱର:  ଜମି ଠକେଇ ଅଭିଯୋଗରେ ଶିବାନୀ ବିଲଡର୍ସ ଏମଡି ଗିରଫ

ଭୁବନେଶ୍ୱର: ଠକେଇ ଅଭିଯୋଗରେ ଗିରଫ ଶିବାନୀ ବିଲଡର ଏମଡି ରତିକାନ୍ତ କାନୁନଗୋଙ୍କୁ ଶୁକ୍ରବାର କୋର୍ଟଚାଲାଣ କରାଯାଇଛି। ଗୁରୁବାର ରାତିରେ ସହିଦ ନଗର ପୋଲିସ୍ ରତିକାନ୍ତଙ୍କୁ ତାଙ୍କ ଚିନ୍ତାମଣିଶ୍ୱର ଘରୁ ଗିରଫ କରିଥିଲା। ଜମି ଯୋଗାଇ ଦେବାକୁ କହି ଜଣେ ବ୍ୟକ୍ତିଙ୍କଠାରୁ ରତିକାନ୍ତ ୨୨ ଲକ୍ଷ ଟଙ୍କ। ନେଇଥିଲେ। ତେବେ ତାଙ୍କୁ ଜମି କିମ୍ୱା ଟଙ୍କା ଫେରାଇ ନଥିବା ଅଭିଯୋଗ ହୋଇଛି। ତାଙ୍କ ନାଁରେ ପୂର୍ବରୁ ମଧ୍ୟ ଠକେଇ ଅଭିଯୋଗ ରହିଛି। ନକଲି ସୁନା ଗହଣା ଦେଇ ଓଡ଼ିଶା ଗ୍ରାମ୍ୟ […]

sibane

sibane

Rakesh Mallick
  • Published: Friday, 18 December 2015
  • Updated: 18 December 2015, 03:09 PM IST

Sports

Latest News

ଭୁବନେଶ୍ୱର: ଠକେଇ ଅଭିଯୋଗରେ ଗିରଫ ଶିବାନୀ ବିଲଡର ଏମଡି ରତିକାନ୍ତ କାନୁନଗୋଙ୍କୁ ଶୁକ୍ରବାର କୋର୍ଟଚାଲାଣ କରାଯାଇଛି। ଗୁରୁବାର ରାତିରେ ସହିଦ ନଗର ପୋଲିସ୍ ରତିକାନ୍ତଙ୍କୁ ତାଙ୍କ ଚିନ୍ତାମଣିଶ୍ୱର ଘରୁ ଗିରଫ କରିଥିଲା। ଜମି ଯୋଗାଇ ଦେବାକୁ କହି ଜଣେ ବ୍ୟକ୍ତିଙ୍କଠାରୁ ରତିକାନ୍ତ ୨୨ ଲକ୍ଷ ଟଙ୍କ। ନେଇଥିଲେ। ତେବେ ତାଙ୍କୁ ଜମି କିମ୍ୱା ଟଙ୍କା ଫେରାଇ ନଥିବା ଅଭିଯୋଗ ହୋଇଛି। ତାଙ୍କ ନାଁରେ ପୂର୍ବରୁ ମଧ୍ୟ ଠକେଇ ଅଭିଯୋଗ ରହିଛି। ନକଲି ସୁନା ଗହଣା ଦେଇ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କକୁ ବହୁ କୋଟି ଟଙ୍କ। ଠକେଇ ଅଭିଯୋଗରେ ମଧ୍ୟ ପୂର୍ବରୁ ରତିକାନ୍ତ ସିବିଆଇ ଦ୍ୱାରା ଗିରଫ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story