ଭୁବନେଶ୍ୱରରେ ପୁଣି ସେକ୍ସ ରାକେଟ ଠାବ

ଭୁବନେଶ୍ୱର: ଭୁବନେଶ୍ୱରରେ ପୁଣି ସେକ୍ସ ରାକେଟ ଠାବ କରାଯାଇଛି। ନୂଆଗାଁ ଇନ୍ଦିରା ହାଉସିଂ କଲୋନି ଭଡ଼ା ଘରୁ ସେକ୍ସ ରାକେଟ ଠାବ କରାଯାଇଛି। କିଙ୍ଗପିନଙ୍କୁ ଧରିଥିବା ବେଳେ ୪ ରୂପଜୀବୀଙ୍କୁ ଉଦ୍ଧାର କରିଛି ଧଉଳି ପୋଲିସ୍‌ । ଧରାପଡ଼ିଥିବା କିଙ୍ଗପିନ୍‌ ଓ ଉଦ୍ଧାର ଯୁବତୀ  ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି।