ଭୁବନେଶ୍ୱରରେ ପୁଣି ସେକ୍ସ ରାକେଟ ଠାବ

ଭୁବନେଶ୍ୱର: ଭୁବନେଶ୍ୱରରେ ପୁଣି ସେକ୍ସ ରାକେଟ ଠାବ କରାଯାଇଛି। ନୂଆଗାଁ ଇନ୍ଦିରା ହାଉସିଂ କଲୋନି ଭଡ଼ା ଘରୁ ସେକ୍ସ ରାକେଟ ଠାବ କରାଯାଇଛି। କିଙ୍ଗପିନଙ୍କୁ ଧରିଥିବା ବେଳେ ୪ ରୂପଜୀବୀଙ୍କୁ ଉଦ୍ଧାର କରିଛି ଧଉଳି ପୋଲିସ୍‌ । ଧରାପଡ଼ିଥିବା କିଙ୍ଗପିନ୍‌ ଓ ଉଦ୍ଧାର ଯୁବତୀ  ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି।

sex

sex

Rakesh Mallick
  • Published: Tuesday, 11 October 2016
  • Updated: 11 October 2016, 08:34 AM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱରରେ ପୁଣି ସେକ୍ସ ରାକେଟ ଠାବ କରାଯାଇଛି। ନୂଆଗାଁ ଇନ୍ଦିରା ହାଉସିଂ କଲୋନି ଭଡ଼ା ଘରୁ ସେକ୍ସ ରାକେଟ ଠାବ କରାଯାଇଛି। କିଙ୍ଗପିନଙ୍କୁ ଧରିଥିବା ବେଳେ ୪ ରୂପଜୀବୀଙ୍କୁ ଉଦ୍ଧାର କରିଛି ଧଉଳି ପୋଲିସ୍‌ । ଧରାପଡ଼ିଥିବା କିଙ୍ଗପିନ୍‌ ଓ ଉଦ୍ଧାର ଯୁବତୀ  ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos