ଭୁବନେଶ୍ୱର: ନୟାପଲ୍ଲୀ ଅଞ୍ଚଳରୁ ସେକ୍ସ ରାକେଟ୍‌ ଠାବ, ୬ ଗିରଫ

ଭୁବନେଶ୍ୱର:  ଭୁବନେଶ୍ୱର  ନୟାପଲ୍ଲୀ  ଅଞ୍ଚଳର ଏନ୍‌-ଟୁ୭୦ ନମ୍ୱର ପ୍ଲଟ୍‌ରେ  ଥିବା ହର୍ବାଲ୍‌ ସ୍ପାରେ ସେକ୍ସ କାରବାର ଚାଲିଥିବା ଖବର ପାଇ  ଶନିବାର କମିଶନରେଟ୍ ପୋଲିସର କୁଇକ୍‌ ଆକ୍ସନ୍‌ ଟିମ୍‌ ଓ ନୟାପଲ୍ଳୀ ପୋଲିସ୍‌ ମିଳିତ ଭାବେ ଚଢାଉ କରିଥିଲା। ସେକ୍ସ ରାକେଟ୍‌ରେ ସଂପୃକ୍ତ ୩ ଯୁବକ ଓ ୩ ଯୁବତୀଙ୍କୁ ପୋଲିସ୍ ଗିରଫ କରିଛି। ସେମାନଙ୍କଠାରୁ  ଗୋଟିଏ ଚାରି ଚକିଆ , ୩ଟି ମୋଟର ମୋଟର ସାଇକେଲ,  ନଗଦ ୮୩ ହଜାର ଟଙ୍କା ଓ ୮ଟି ମୋବାଇଲ୍ […]

giraf

Rakesh Mallick
  • Published: Sunday, 17 April 2016
  • , Updated: 17 April 2016, 06:01 AM IST

ଭୁବନେଶ୍ୱର:  ଭୁବନେଶ୍ୱର  ନୟାପଲ୍ଲୀ  ଅଞ୍ଚଳର ଏନ୍‌-ଟୁ୭୦ ନମ୍ୱର ପ୍ଲଟ୍‌ରେ  ଥିବା ହର୍ବାଲ୍‌ ସ୍ପାରେ ସେକ୍ସ କାରବାର ଚାଲିଥିବା ଖବର ପାଇ  ଶନିବାର କମିଶନରେଟ୍ ପୋଲିସର କୁଇକ୍‌ ଆକ୍ସନ୍‌ ଟିମ୍‌ ଓ ନୟାପଲ୍ଳୀ ପୋଲିସ୍‌ ମିଳିତ ଭାବେ ଚଢାଉ କରିଥିଲା। ସେକ୍ସ ରାକେଟ୍‌ରେ ସଂପୃକ୍ତ ୩ ଯୁବକ ଓ ୩ ଯୁବତୀଙ୍କୁ ପୋଲିସ୍ ଗିରଫ କରିଛି। ସେମାନଙ୍କଠାରୁ  ଗୋଟିଏ ଚାରି ଚକିଆ , ୩ଟି ମୋଟର ମୋଟର ସାଇକେଲ,  ନଗଦ ୮୩ ହଜାର ଟଙ୍କା ଓ ୮ଟି ମୋବାଇଲ୍ ଫୋନ୍ ଏବଂ ଅନ୍ୟ କେତେକ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି।

ଡାକ୍ତରୀ ପରୀକ୍ଷା ପରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ପୋଲିସ କହିଛି।

Related story