ବିଜୟ ବାହାଦୁର ମୃତ୍ୟୁ ଘଟଣା: ତନାଘନା କରୁଛି ସିବିଆଇ

ଝାରସୁଗୁଡ଼ା: ଅବସରପ୍ରାପ୍ତ ଆଇଏଫ୍ଏସ୍ ଅଧିକାରୀ ବିଜୟ ବାହାଦୁର ସିଂହଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ତନାଘନା ଚଳାଇଛି ସିବିଆଇ । ଏ ନେଇ ଅଧିକ ତଦନ୍ତ କରିବା ପାଇଁ ଝାରସୁଗୁଡା ଜିଲ୍ଲା ବେଲପାହାଡରେ ପହଞ୍ଚିଛନ୍ତି ଭୋପାଲରୁ ଆସିଥିବା ସିବିଆଇ ଅଧିକାରୀ । ସିବିଆଇ ଅଫିସର ଅଖିଲେସ କୁମାର ପାଣ୍ଡେ ଆଜି ବେଲପାହାଡ ଷ୍ଟେସନକୁ ଯାଇ ଛାନଭିନ କରିଛନ୍ତି। ଗତ ସୋମବାର ରାଉରକେଲାରେ ଥିବା ସିବିଆଇ ଅଫିସର ଜଣେ ଅଧିକାରୀ ବେଲପାହାଡ଼ ଷ୍ଟେସନକୁ ଯାଇ ତଦନ୍ତ କରିଥିଲେ। ଗତ ୧୫ […]

ifs death

ifs death

Rakesh Mallick
  • Published: Wednesday, 21 October 2015
  • Updated: 21 October 2015, 07:51 AM IST

ଝାରସୁଗୁଡ଼ା: ଅବସରପ୍ରାପ୍ତ ଆଇଏଫ୍ଏସ୍ ଅଧିକାରୀ ବିଜୟ ବାହାଦୁର ସିଂହଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ତନାଘନା ଚଳାଇଛି ସିବିଆଇ । ଏ ନେଇ ଅଧିକ ତଦନ୍ତ କରିବା ପାଇଁ ଝାରସୁଗୁଡା ଜିଲ୍ଲା ବେଲପାହାଡରେ ପହଞ୍ଚିଛନ୍ତି ଭୋପାଲରୁ ଆସିଥିବା ସିବିଆଇ ଅଧିକାରୀ । ସିବିଆଇ ଅଫିସର ଅଖିଲେସ କୁମାର ପାଣ୍ଡେ ଆଜି ବେଲପାହାଡ ଷ୍ଟେସନକୁ ଯାଇ ଛାନଭିନ କରିଛନ୍ତି।

ଗତ ସୋମବାର ରାଉରକେଲାରେ ଥିବା ସିବିଆଇ ଅଫିସର ଜଣେ ଅଧିକାରୀ ବେଲପାହାଡ଼ ଷ୍ଟେସନକୁ ଯାଇ ତଦନ୍ତ କରିଥିଲେ। ଗତ ୧୫ ତାରିଖ ରାତିରେ ଏହି ଷ୍ଟେସନ ନିକଟରେ ଟ୍ରେନରୁ ଖସି ପଡ଼ି ପ୍ରାଣ ହରାଇଥିଲେ ଆଇଏଫ୍ଏସ୍ ଅଧିକାରୀ ବିଜୟ ବାହାଦୁର। ମଧ୍ୟପ୍ରଦେଶ ବ୍ୟାପମ୍ ସ୍କାମରେ ତଦନ୍ତ ପରିସରଭୁକ୍ତ ଦୁଇଟି ନିଯୁକ୍ତି ପରୀକ୍ଷା ପାଇଁ ପର୍ଯ୍ୟବେକ୍ଷକ ଥିଲେ ବିଜୟ ବାହାଦୁର। ତେଣୁ ତାଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story