ବଲାଙ୍ଗିରରେ ଡବଲ୍ ମର୍ଡର୍‌, ଅଭିଯୁକ୍ତ ଗିରଫ

ବଲାଙ୍ଗିର:ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଢୁଲୁସର ଗାଁରେ ରବିବାର ଡବଲ୍ ମର୍ଡର୍‌ ହୋଇଛି। ଜମି ବିବାଦକୁ କେନ୍ଦ୍ର କରି ବଡ଼ଭାଇ ସନ୍ତୋଷ ଦଳାଇ ଟାଙ୍ଗିଆରେ ହାଣି ବାପା ଓ ତାର ସାନ ଭାଇକୁ ହତ୍ୟା କରିଛି। ମୃତକମାନେ ହେଲେ ଗୋପି ଦଳାଇ (୬୮) ଓ ସୋମନାଥ ଦଳାଇ (୨୬)। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାରୀ  ପୁଅ ସନ୍ତୋଷକୁ ଗିରଫ କରିଛି।

murder

Rakesh Mallick
  • Published: Sunday, 24 July 2016
  • , Updated: 24 July 2016, 10:42 AM IST

ବଲାଙ୍ଗିର:ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଢୁଲୁସର ଗାଁରେ ରବିବାର ଡବଲ୍ ମର୍ଡର୍‌ ହୋଇଛି। ଜମି ବିବାଦକୁ କେନ୍ଦ୍ର କରି ବଡ଼ଭାଇ ସନ୍ତୋଷ ଦଳାଇ ଟାଙ୍ଗିଆରେ ହାଣି ବାପା ଓ ତାର ସାନ ଭାଇକୁ ହତ୍ୟା କରିଛି। ମୃତକମାନେ ହେଲେ ଗୋପି ଦଳାଇ (୬୮) ଓ ସୋମନାଥ ଦଳାଇ (୨୬)।

ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାରୀ  ପୁଅ ସନ୍ତୋଷକୁ ଗିରଫ କରିଛି।

Related story