କାମାକ୍ଷାନଗର: କହ୍ନେଇପାଳ ଗାଁରେ ବୋମାମାଡ, ୩ ଗୁରୁତର

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କହ୍ନେଇପାଳ ଗାଁରେ ମଙ୍ଗଳବାର ବୋମାମାଡ ହୋଇଥିବା ଜଣାପଡିଛି। ଏଥିରେ ଜଣେ ୫ ବର୍ଷର ଶିଶୁ ସମେତ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ କାମାକ୍ଷାନଗର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ୨ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା କାମାକ୍ଷାନଗର ହସ୍ପିଟାଲର ଡାକ୍ତର ଅଭିମନ୍ୟୁ ଆଚାର୍ଯ୍ୟ କହିଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମା ହୋଇଥିବା ଅଭିଯୋଗ ହୋଇଛି।

boming-in-kamakhyanagar

Rakesh Mallick
  • Published: Monday, 11 April 2016
  • , Updated: 11 April 2016, 04:08 PM IST

Related story