ବଣାଇ: ବନ୍ଧୁକ ଦେଖାଇ ଠିକାଦାରଙ୍କୁ ଲୁଟ୍‌

ବଣାଇ: ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା କୁସୁଣ୍ଡି ଗାଁର ଜଣେ ଠିକାଦାରଙ୍କ ଘରେ ଆଜି ସନ୍ଧ୍ୟାରେ ଡକାୟତି ହୋଇଛି। ଡକାୟତମାନେ ଠିକାଦରଙ୍କୁ ବନ୍ଧୁକ ଦେଖାଇ ଘରୁ ଲକ୍ଷାଧିକ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଛନ୍ତି। ଏ ସମ୍ପର୍କରେ ଥାନାରେ ଅଭିଯୋଗ ହେବା ପରେ ପୋଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

loot

Rakesh Mallick
  • Published: Friday, 07 October 2016
  • , Updated: 07 October 2016, 10:43 PM IST

ବଣାଇ: ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା କୁସୁଣ୍ଡି ଗାଁର ଜଣେ ଠିକାଦାରଙ୍କ ଘରେ ଆଜି ସନ୍ଧ୍ୟାରେ ଡକାୟତି ହୋଇଛି। ଡକାୟତମାନେ ଠିକାଦରଙ୍କୁ ବନ୍ଧୁକ ଦେଖାଇ ଘରୁ ଲକ୍ଷାଧିକ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଛନ୍ତି।

ଏ ସମ୍ପର୍କରେ ଥାନାରେ ଅଭିଯୋଗ ହେବା ପରେ ପୋଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Related story