ବୌଦ୍ଧ: ଗଞ୍ଜେଇ ଜବତ, ୪ ଗିରଫ

ବୌଦ୍ଧ: ବୌଦ୍ଧ ପୋଲିସ ଘଣ୍ଟାପଡ଼ା ଫାଣ୍ଡି ଅନ୍ତର୍ଗତ ରେଘାମୁଣ୍ଡା ଗାଁରେ ଚଢାଉ କରି ପ୍ରାୟ ୧୫୦ କାଜି ଗଞ୍ଜେଇ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ରେଘାମୁଣ୍ଡା ଗାଁର ଶରତ ରଣା, ହଜାରୁ ରଣା, ରୁଷଭ ରଣା ଓ ଲୋକନାଥ ରଣା। ଅଭିଯୁକ୍ତମାନଙ୍କଠାରୁ ଗୋଟିଏ ବାଇକ୍‌ ଜବତ କରାଯାଇଛି। ଏହି ଗଞ୍ଜେଇ ଚୋରା ଚାଲାଣ ସମ୍ପୃକ୍ତ ଅନ୍ୟ ଜଣେ ଫେରାର ଥିବା ପୋଲିସ କହିଛି।

boudha

Rakesh Mallick
  • Published: Wednesday, 06 July 2016
  • , Updated: 06 July 2016, 05:27 PM IST

ବୌଦ୍ଧ: ବୌଦ୍ଧ ପୋଲିସ ଘଣ୍ଟାପଡ଼ା ଫାଣ୍ଡି ଅନ୍ତର୍ଗତ ରେଘାମୁଣ୍ଡା ଗାଁରେ ଚଢାଉ କରି ପ୍ରାୟ ୧୫୦ କାଜି ଗଞ୍ଜେଇ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ରେଘାମୁଣ୍ଡା ଗାଁର ଶରତ ରଣା, ହଜାରୁ ରଣା, ରୁଷଭ ରଣା ଓ ଲୋକନାଥ ରଣା। ଅଭିଯୁକ୍ତମାନଙ୍କଠାରୁ ଗୋଟିଏ ବାଇକ୍‌ ଜବତ କରାଯାଇଛି।

ଏହି ଗଞ୍ଜେଇ ଚୋରା ଚାଲାଣ ସମ୍ପୃକ୍ତ ଅନ୍ୟ ଜଣେ ଫେରାର ଥିବା ପୋଲିସ କହିଛି।

Related story