ବୌଦ୍ଧ: ହୁଣ୍ଡାଇ କାର ସହ ଏକ କୁଇଣ୍ଟାଲ ଗଞ୍ଜେଇ ଜବତ

ବୌଦ୍ଧ: ପୁରୁଣାକଟକ ଥାନା ଅନ୍ତର୍ଗତ ମାଧପୁର ଛକରୁ ଏକ ହୁଣ୍ଡାଇ କାର ସହ ଏକ କୁଇଣ୍ଟାଲ ଗଞ୍ଜେଇ ପୋଲିସ ଜବତ କରିଛି। ଓଆର-୦୨ବି-୧୪୩୧ ନମ୍ବରର ଏକ ହ୍ୟୁଣ୍ଡାଇ କାରରେ ଗଞ୍ଜେଇ ଫୁଲବାଣିରୁ ନୟାଗଡ ଅଭିମୁଖେ ଚୋରା ଚାଲାଣ ହେଉଥିବା ପୋଲିସ ସୂଚନା ପାଇଥିଲା। ଉକ୍ତ ସୂଚନାକୁ ଆଧାର କରି ପୋଲିସ ମାଧପୁର ଛକରେ ଗାଡ଼ିଟିକୁ ଅଟକାଇ ଯାଞ୍ଚ କରିଥିଲା। ତେବେ ଘଟଣା ସ୍ଥଳରୁ ଚାଳକ ଫେରାର ହୋଇଯିବାକୁ ସକ୍ଷମ ହୋଇଥିଲା।

hundai-ganjei-jabat

Rakesh Mallick
  • Published: Thursday, 31 March 2016
  • , Updated: 31 March 2016, 07:12 AM IST

Related story