ବିପିୟୁଟି ଭିସିଙ୍କ ଉପରକୁ ଅଣ୍ଡାମାଡ ଘଟଣା: ହୋଟେଲ ସିସିଟିଭି ଫୁଟେଜର ହେବ ଯାଞ୍ଚ

ଭୁବନେଶ୍ୱର: ବିପିୟୁଟି ଭିସିଙ୍କ ଉପରକୁ ଅଣ୍ଡାମାଡ ଘଟଣାରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି। ଅଲ ଓଡିଶା ବିପିୟୁଟି ଛାତ୍ର ସଂଘର ଏତଲା ଭିତ୍ତିରେ ଚନ୍ଦ୍ରଶେଖରପୁର ଥାନାରେ ମାମଲା ରୁଜୁ କରାଯାଇଛି। ପୋଲିସ ଏନେଇ ହୋଟେଲର ସିସିଟିଭି ଫୁଟେଜ ଯାଞ୍ଚ କରିବ। ଏହାସହ ଛାତ୍ରମାନେ ମାଷ୍ଟରକ୍ୟାଣ୍ଟିନ ଛକ ନିକଟରେ ରାସ୍ତାରୋକ କରି ଯାତ୍ରୀଙ୍କୁ ହଇରାଣ କରିବା ନେଇ ପୋଲିସ ନିଜ ଆଡୁ ମାମଲା ରଜୁ କରି ତଦନ୍ତ ଆରମ୍ଭ କରିଛି। ମାଷ୍ଟର କ୍ୟାଣ୍ଟିନ ଛକ […]

bput

Rakesh Mallick
  • Published: Tuesday, 29 December 2015
  • , Updated: 29 December 2015, 01:45 PM IST

ଭୁବନେଶ୍ୱର: ବିପିୟୁଟି ଭିସିଙ୍କ ଉପରକୁ ଅଣ୍ଡାମାଡ ଘଟଣାରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି। ଅଲ ଓଡିଶା ବିପିୟୁଟି ଛାତ୍ର ସଂଘର ଏତଲା ଭିତ୍ତିରେ ଚନ୍ଦ୍ରଶେଖରପୁର ଥାନାରେ ମାମଲା ରୁଜୁ କରାଯାଇଛି। ପୋଲିସ ଏନେଇ ହୋଟେଲର ସିସିଟିଭି ଫୁଟେଜ ଯାଞ୍ଚ କରିବ। ଏହାସହ ଛାତ୍ରମାନେ ମାଷ୍ଟରକ୍ୟାଣ୍ଟିନ ଛକ ନିକଟରେ ରାସ୍ତାରୋକ କରି ଯାତ୍ରୀଙ୍କୁ ହଇରାଣ କରିବା ନେଇ ପୋଲିସ ନିଜ ଆଡୁ ମାମଲା ରଜୁ କରି ତଦନ୍ତ ଆରମ୍ଭ କରିଛି। ମାଷ୍ଟର କ୍ୟାଣ୍ଟିନ ଛକ ନିକଟରେ ଥିବା ସିସିଟିଭି ଫୁଟେଜର ଯାଞ୍ଚ ଆରମ୍ଭ ହୋଇଛି।

ରବିବାର ଦିନ ବିପିୟୁଟି ଭିସିଙ୍କ ବୈଠକ ଚାଲିଥିବା ବେଳେ କିଛି ଛାତ୍ର ଅଣ୍ଡା ଓ ଟମାଟୋ ମାଡ଼ କରିଥିଲେ।

Related story