ବ୍ରହ୍ମପୁର ମହାନଗର ନିଗମର ଜମାଦାରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ  

ବ୍ରହ୍ମପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ବ୍ରହ୍ମପୁର   ମହାନଗର ନିଗମର ଜମାଦାର ଲକ୍ଷ୍ମଣ ଚର୍ଚ୍ଚିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଲକ୍ଷ୍ମଣଙ୍କ ବ୍ରହ୍ମପୁର ଲକ୍ଷ୍ମୀନଗରରେ ଥିବା ଘର ସମେତ ୩ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ କରିଛି। ଚଢ଼ାଉ ବେଳେ ଡକ୍ୟୁମେଣ୍ଟ, ବିଭିନ୍ନ  ଗୁରୁତ୍ୱ କାଗଜପତ୍ର ଜବତ କରାଯାଇଛି।

vigilance

Rakesh Mallick
  • Published: Wednesday, 20 July 2016
  • , Updated: 20 July 2016, 04:38 PM IST

Related story