ଗୋଳନ୍ଥରାରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ଚିକିଟି ବ୍ଲକର ପଲ୍ଲୀ ଓ ପର୍ଣ୍ଣାଢ଼ ଗାଁର  ମଝାମଝି ଏକ ବିଲ ନିକଟରୁ ଜଣେ ମହିଳାଙ୍କ କ୍ଷତାକ୍ତ ମୃତଦେହକୁ ଆଜି ପୋଲିସ୍ ଉଦ୍ଧାର କରିଛି। ତାଙ୍କ ନାଁ ଭାଗ୍ୟ ଗୌଡ଼। ସେ ଜଣେ ଅଙ୍ଗନୱାଡ଼ି କର୍ମୀ  ବୋଲି ପୋଲିସ୍ ଜାଣିବାକୁ ପାଇଛି। ମୃତ୍ୟୁର କାରଣ ଜଣାପଡ଼ି ନ ଥିଲେ ବି ତାଙ୍କୁ ହତ୍ୟା କରାଯାଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି। ଗୋଳନ୍ଥରା ପୋଲିସ୍ ଓ ସଦର ଏସ୍‌ଡିପିଓ ଘଟଣା […]

ganjam

Rakesh Mallick
  • Published: Wednesday, 16 March 2016
  • , Updated: 16 March 2016, 01:47 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ଚିକିଟି ବ୍ଲକର ପଲ୍ଲୀ ଓ ପର୍ଣ୍ଣାଢ଼ ଗାଁର  ମଝାମଝି ଏକ ବିଲ ନିକଟରୁ ଜଣେ ମହିଳାଙ୍କ କ୍ଷତାକ୍ତ ମୃତଦେହକୁ ଆଜି ପୋଲିସ୍ ଉଦ୍ଧାର କରିଛି। ତାଙ୍କ ନାଁ ଭାଗ୍ୟ ଗୌଡ଼। ସେ ଜଣେ ଅଙ୍ଗନୱାଡ଼ି କର୍ମୀ  ବୋଲି ପୋଲିସ୍ ଜାଣିବାକୁ ପାଇଛି। ମୃତ୍ୟୁର କାରଣ ଜଣାପଡ଼ି ନ ଥିଲେ ବି ତାଙ୍କୁ ହତ୍ୟା କରାଯାଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି।

ଗୋଳନ୍ଥରା ପୋଲିସ୍ ଓ ସଦର ଏସ୍‌ଡିପିଓ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତ ଦେହକୁ ବ୍ରହ୍ମପୁର ଆଣି ଶବ ବ୍ୟବଚ୍ଛେଦ କରାଇଛନ୍ତି।

Related story