ବ୍ରହ୍ମପୁର: ଗୁଳିମାଡ଼ରେ ଯୁବକ ଆହତ, ୩ ଅଟକ, ବନ୍ଧୁକ ଜବତ

ବ୍ରହ୍ମପୁର: ଗଞ୍ଜ।ମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ପାଣ୍ଡିରିପଡ଼ା ଗାଁରେ ଶୁକ୍ରବାର ରାତିରେ ଗୁଳିମାଡ଼ ଓ ଖଣ୍ଡାଚୋଟରେ ଜଣେ ଯୁବକ ଆହତ ହୋଇଛନ୍ତି। ତାଙ୍କ ନାଁ ସୁଶାନ୍ତ ନାୟକ। ତାଙ୍କ ପେଟରେ ଗୁଳି ବାଜିଛି। ଖଣ୍ଡା ଚୋଟରେ ମୁଣ୍ଡରେ ଆଘାତ ଲାଗିଛି। ତାଙ୍କୁ ବ୍ରହ୍ମପୁର ସ୍ଥିତି ଏମକେସିଜି ହସପିଟାଲରେ ଭର୍ତ୍ତି କରାଯାଇଛି। ପୂର୍ବଶତ୍ରୁତାକୁ କେନ୍ଦ୍ର କରି ତାଙ୍କ ଉପରେ ଆକ୍ରମଣ ହୋଇଥିବା କୁହାଯାଉଛି। ପୋଲିସ୍ ଗାଁର ନବ ବେହେରା ଓ ତାଙ୍କର ଦୁଇ ସହଯୋଗୀଙ୍କୁ ଅଟକ ରଖି […]

polasara-fireing

polasara-fireing

Rakesh Mallick
  • Published: Saturday, 26 December 2015
  • Updated: 26 December 2015, 04:01 AM IST

Sports

Latest News

ବ୍ରହ୍ମପୁର: ଗଞ୍ଜ।ମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ପାଣ୍ଡିରିପଡ଼ା ଗାଁରେ ଶୁକ୍ରବାର ରାତିରେ ଗୁଳିମାଡ଼ ଓ ଖଣ୍ଡାଚୋଟରେ ଜଣେ ଯୁବକ ଆହତ ହୋଇଛନ୍ତି। ତାଙ୍କ ନାଁ ସୁଶାନ୍ତ ନାୟକ। ତାଙ୍କ ପେଟରେ ଗୁଳି ବାଜିଛି। ଖଣ୍ଡା ଚୋଟରେ ମୁଣ୍ଡରେ ଆଘାତ ଲାଗିଛି। ତାଙ୍କୁ ବ୍ରହ୍ମପୁର ସ୍ଥିତି ଏମକେସିଜି ହସପିଟାଲରେ ଭର୍ତ୍ତି କରାଯାଇଛି।

ପୂର୍ବଶତ୍ରୁତାକୁ କେନ୍ଦ୍ର କରି ତାଙ୍କ ଉପରେ ଆକ୍ରମଣ ହୋଇଥିବା କୁହାଯାଉଛି। ପୋଲିସ୍ ଗାଁର ନବ ବେହେରା ଓ ତାଙ୍କର ଦୁଇ ସହଯୋଗୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ସେମାନଙ୍କଠାରୁ ଗୋଟିଏ ବନ୍ଧୁକ ଜବତ କରାଯାଇଛି।

ପୋଲସରା ପୋଲିସ୍ ପକ୍ଷରୁ କୁହାଯାଇଛି ଯେ ଏକ ଦୁଷ୍କର୍ମ ମାମଲାକୁ କେନ୍ଦ୍ର କରି ସୁଶାନ୍ତ ଓ ନବ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଉତ୍ତକ୍ଷିପ୍ତ ନବ ତା’ର ଦୁଇ ସହଯୋଗୀଙ୍କ ସହିତ ସୁଶାନ୍ତଙ୍କ ଉପରେ ଆକ୍ରମଣ କରିଥିଲେ। ତାଙ୍କ ଉପରକୁ ଗୁଳି ଚଳାଇବା ସହିତ ଖଣ୍ଡାରେ ଆକ୍ରମଣ କରିଥିଲେ। ଏକ ଚଢ଼େଇ ମରା ବନ୍ଧୁକରୁ ସୁଶାନ୍ତଙ୍କ ଉପରକୁ ଗୁଳି କରାଯାଇଥିଲା। ସେହି ବନ୍ଧୁକଟିକୁ ଜବତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story