ବ୍ରହ୍ମଗିରି: ବନ ବିଭାଗର ଚଢ଼ାଉ, ୮ ମୃତ ପକ୍ଷୀ ଜବତ

ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ଘଟକୁଳି ଗାଁରେ ଆଜି ଭୋର ପ୍ରାୟ ୪ଟା ବେଳେ ବନ ବିଭାଗ ଚଢ଼ାଉ କରି ୮ଟି ମୃତ ପକ୍ଷୀ ଜବତ କରିଛି । ଏଥିରେ ପିଣ୍ଟେଲ, ଗଡ଼ୱଲେ ଓ ମୁଭଲୋର ପ୍ରଜାତୀର ପକ୍ଷୀ ଅଛନ୍ତି। ଚଢ଼ାଉ ବେଳେ ବନ ବିଭାଗର କର୍ମଚାରୀଙ୍କୁ ଦେଖି ପକ୍ଷୀ ଶିକାର କରୁଥିବା କିଛି ଛୋଟ ପିଲା ଦୌଡ଼ି ପଳାଇଥିଲେ। ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି,“୮ଟି ମୃତ ପକ୍ଷୀ ଜବତ କରିଛୁ। ଶବ […]

bird

bird

Rakesh Mallick
  • Published: Friday, 09 December 2016
  • Updated: 09 December 2016, 02:51 PM IST

Sports

Latest News

ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ଘଟକୁଳି ଗାଁରେ ଆଜି ଭୋର ପ୍ରାୟ ୪ଟା ବେଳେ ବନ ବିଭାଗ ଚଢ଼ାଉ କରି ୮ଟି ମୃତ ପକ୍ଷୀ ଜବତ କରିଛି । ଏଥିରେ ପିଣ୍ଟେଲ, ଗଡ଼ୱଲେ ଓ ମୁଭଲୋର ପ୍ରଜାତୀର ପକ୍ଷୀ ଅଛନ୍ତି। ଚଢ଼ାଉ ବେଳେ ବନ ବିଭାଗର କର୍ମଚାରୀଙ୍କୁ ଦେଖି ପକ୍ଷୀ ଶିକାର କରୁଥିବା କିଛି ଛୋଟ ପିଲା ଦୌଡ଼ି ପଳାଇଥିଲେ।

ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି,“୮ଟି ମୃତ ପକ୍ଷୀ ଜବତ କରିଛୁ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ପକ୍ଷୀ ଗୁଡିକର ମୃତ୍ୟୁର କାରଣ ଜଣାପଡ଼ିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story