ବ୍ରହ୍ମଗିରି: ଚାଲାଣ ବେଳେ ୯ ନାବାଳକ ଉଦ୍ଧାର

ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗରି ଅଞ୍ଚଳରୁ ଶ୍ରମିକ ଭାବେ ତାମିଲନାଡୁର ବିଭିନ୍ନ କମ୍ପାନୀକୁ ଚାଲାଣ ହେଉଥିବା ୯ଜଣ ନାବାଳକଙ୍କୁ ବାସେଳି ସାହି ପୋଲିସ ଉଦ୍ଧାର କରିଛି । ଉଦ୍ଧାର ନାବାଳକମାନେ ଛାତ୍ର ବୋଲି ଜଣାପଡିଛି । ପିଲାମାନଙ୍କୁ ଚୋରା ଚାଲାଣ କରୁଥିବା ଅଭିଯୋଗରେ ପୋଲିସ ଦୁଇଜଣଙ୍କୁ ଗିରଫ କରିଛି । ନାବାଳକମାନଙ୍କୁ ସେଲଟର ହୋମରେ ରଖାଯାଇ ଶିଶୁ କଲ୍ୟାଣ କମିଟି ମାଧ୍ୟମରେ ପରିବାରକୁ ହସ୍ତାନ୍ତର କରାଯାଇଛି । ଏ ନେଇ ପୋଲିସ ଏକ ମାଲା ରୁଜୁ କରି […]

child

child

Rakesh Mallick
  • Published: Tuesday, 27 October 2015
  • Updated: 27 October 2015, 09:44 AM IST

ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗରି ଅଞ୍ଚଳରୁ ଶ୍ରମିକ ଭାବେ ତାମିଲନାଡୁର ବିଭିନ୍ନ କମ୍ପାନୀକୁ ଚାଲାଣ ହେଉଥିବା ୯ଜଣ ନାବାଳକଙ୍କୁ ବାସେଳି ସାହି ପୋଲିସ ଉଦ୍ଧାର କରିଛି । ଉଦ୍ଧାର ନାବାଳକମାନେ ଛାତ୍ର ବୋଲି ଜଣାପଡିଛି । ପିଲାମାନଙ୍କୁ ଚୋରା ଚାଲାଣ କରୁଥିବା ଅଭିଯୋଗରେ ପୋଲିସ ଦୁଇଜଣଙ୍କୁ ଗିରଫ କରିଛି । ନାବାଳକମାନଙ୍କୁ ସେଲଟର ହୋମରେ ରଖାଯାଇ ଶିଶୁ କଲ୍ୟାଣ କମିଟି ମାଧ୍ୟମରେ ପରିବାରକୁ ହସ୍ତାନ୍ତର କରାଯାଇଛି । ଏ ନେଇ ପୋଲିସ ଏକ ମାଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos