ବ୍ରହ୍ମଗିରି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଲୁଟ୍

ବ୍ରହ୍ମଗିରି: ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ବ୍ରହ୍ମଗିରି ଶାଖାରୁ ଗତକାଲି ବିଳମ୍ବିତ ରାତିରେ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଦୁର୍ବୃତ୍ତମାନେ ରାତିରେ ବ୍ୟାଙ୍କର ତାଲା କାଟି ୪ଟି କମ୍ପ୍ୟୁଟର, ଗୋଟିଏ ସିସିଟିଭି କ୍ୟାମେରା ଓ ଗୋଟିଏ ହାର୍ଡ ଡିସ୍କ ଲୁଟି ନେଇଛନ୍ତି। ଏ ନେଇ ଶାଖା ପରିଚାଳକ ଥାନାରେ ଲିଖିତ ଏତଲା ଦେଇଛନ୍ତି। ବ୍ରହ୍ମଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

lut

Rakesh Mallick
  • Published: Tuesday, 20 October 2015
  • , Updated: 20 October 2015, 12:59 PM IST

Related story