ବ୍ରହ୍ମପୁର: ବାକି ଟଙ୍କା ମାଗିବାରୁ ବ୍ୟବସାୟୀଙ୍କୁ ହତ୍ୟା

ବ୍ରହ୍ମପୁର: ଗଞ୍ଜ।ମ ଜିଲ୍ଲା ପାଟପୁର ଥାନା ତୁଳସୀପଦର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣଙ୍କୁ ହତ୍ୟା କରାଯାଇଛି। ମୃତକ ଜଣକ ହେଲେ ବଳରାମ ସୁଆସିଆ। ସେ ଜଣେ ବ୍ୟବସାୟୀ। ଭୂଷଣ ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କୁ ବଳରାମ ବାକି ଟଙ୍କା ମାଗିବାକୁ କେନ୍ଦ୍ର କରି ଏ ଘତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ବଳରାମ ଏବଂ ତାଙ୍କର ଦୁଇ ଭାଇଙ୍କୁ ଭୂଷଣ ମହାନ୍ତିଙ୍କ ଦୁଇ ପୁଅ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଫଳରେ ଘଟଣାସ୍ଥଳରେ ଗୁରୁତର […]

bramhapur

bramhapur

Rakesh Mallick
  • Published: Sunday, 20 December 2015
  • Updated: 20 December 2015, 10:56 AM IST

ବ୍ରହ୍ମପୁର: ଗଞ୍ଜ।ମ ଜିଲ୍ଲା ପାଟପୁର ଥାନା ତୁଳସୀପଦର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣଙ୍କୁ ହତ୍ୟା କରାଯାଇଛି। ମୃତକ ଜଣକ ହେଲେ ବଳରାମ ସୁଆସିଆ। ସେ ଜଣେ ବ୍ୟବସାୟୀ। ଭୂଷଣ ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କୁ ବଳରାମ ବାକି ଟଙ୍କା ମାଗିବାକୁ କେନ୍ଦ୍ର କରି ଏ ଘତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ବଳରାମ ଏବଂ ତାଙ୍କର ଦୁଇ ଭାଇଙ୍କୁ ଭୂଷଣ ମହାନ୍ତିଙ୍କ ଦୁଇ ପୁଅ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଫଳରେ ଘଟଣାସ୍ଥଳରେ ଗୁରୁତର ହୋଇପଡ଼ିଥିବା ବଳରାମଙ୍କୁ ଆଡ଼ପଡ଼ା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷରା କରିଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos