ଗହଣା ଦୋକାନୀଙ୍କଠାରୁ କେଜିଏ ସୁନାଅଳଙ୍କାର ଲୁଟ୍‌

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବଜାର ସ୍ଥିତ ସୁବାସ ଜୁଏଲର୍ସର ମାଲିକ ପ୍ରମୋଦ ଚନ୍ଦ୍ର ମହାରଣାଙ୍କ ନିକଟରୁ ଗତକାଲି ସନ୍ଧ୍ୟା ପ୍ରାୟ ୬ଟା ବେଳେ ଏକ କେଜିରୁ ଅଧିକ ସୁନା ଅଳଙ୍କାର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।  ସେ ଦୋକାନ ବନ୍ଦ କରି ସୁନାଅଳଙ୍କାର ଧରି ବାଲିପେଣ୍ଡି ସାହି ସ୍ଥିତ ନିଜ ଘରକୁ ବାହାରୁ ଥିବା ବେଳେ ଏହି ଲୁଟ୍ ହୋଇଥିଲା। ଦୁଇଟି ବାଇକ୍‌ରେ ଚାରି ଜଣ ଦୁର୍ବୃତ୍ତ ଆସି ତାଙ୍କୁ ପିସ୍ତଲ ଦେଖାଇ ତାଙ୍କ ହାତରୁ […]

subash-jewllers

subash-jewllers

Rakesh Mallick
  • Published: Saturday, 26 November 2016
  • Updated: 26 November 2016, 07:52 AM IST

Sports

Latest News

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବଜାର ସ୍ଥିତ ସୁବାସ ଜୁଏଲର୍ସର ମାଲିକ ପ୍ରମୋଦ ଚନ୍ଦ୍ର ମହାରଣାଙ୍କ ନିକଟରୁ ଗତକାଲି ସନ୍ଧ୍ୟା ପ୍ରାୟ ୬ଟା ବେଳେ ଏକ କେଜିରୁ ଅଧିକ ସୁନା ଅଳଙ୍କାର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।  ସେ ଦୋକାନ ବନ୍ଦ କରି ସୁନାଅଳଙ୍କାର ଧରି ବାଲିପେଣ୍ଡି ସାହି ସ୍ଥିତ ନିଜ ଘରକୁ ବାହାରୁ ଥିବା ବେଳେ ଏହି ଲୁଟ୍ ହୋଇଥିଲା। ଦୁଇଟି ବାଇକ୍‌ରେ ଚାରି ଜଣ ଦୁର୍ବୃତ୍ତ ଆସି ତାଙ୍କୁ ପିସ୍ତଲ ଦେଖାଇ ତାଙ୍କ ହାତରୁ ସୁନାଗହଣା ଥିବା ବ୍ୟାଗ୍‌ଟିକୁ ଛଡ଼ାଇ ନେଇଥିଲେ। ସ୍ଥାନୀୟ ପୋଲିସ୍ ଘଟଣାର ଛାନ୍‌ଭିନ୍ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story