ବ୍ରହ୍ମପୁର: ଗୋଷାଣିନୂଆଗାଁ ଅଞ୍ଚଳରେ ଜଣଙ୍କୁ ଗଳାକାଟି ହତ୍ୟା

ବ୍ରହ୍ମପୁର: ଗୋଷାଣିନୂଆଗାଁ ଥାନା ଅଞ୍ଚଳରେ ଆଜି ଜଣଙ୍କୁ ଗଳାକାଟି ହତ୍ୟା କରାଯାଇଛି। ଅନ୍ଧପସରା ରାସ୍ତା ନିକଟରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକଙ୍କ ପରିଚୟ ମିଳି ନାହିଁ। ବ୍ରହ୍ମପୁର ଏସପି, ଏସଡ଼ିପିଓ ଓ ଗୋଷାଣି ନୂଆଗାଁ ଥାନା ଅଧିକାରୀ  ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। କାହିଁକି ଓ କିଏ ଏହି ହତ୍ୟାକାଣ୍ଡ ଘଟାଇଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।

bramhapur

Rakesh Mallick
  • Published: Tuesday, 22 December 2015
  • , Updated: 22 December 2015, 01:38 PM IST

Related story