ବ୍ରାହ୍ମଣଝରିଲୋ ହତ୍ୟାକାଣ୍ଡ ଘଟଣା: ପୋଲିସ ସୁରକ୍ଷା ଯୋଗାଇ ଦେବାକୁ ମୃତ ବିନୋଦଙ୍କ ଭାଇଙ୍କ ଦାବି

କଟକ: ବ୍ରାହ୍ମଣଝରିଲୋ ମଦ ବ୍ୟବସାୟୀ ତଥା ଠିକାଦାର ବିନୋଦ ବିହାରୀ ଦାସଙ୍କ ହତ୍ୟାକାଣ୍ଡର ୭ଦିନ ପରେ ତାଙ୍କ ବଡଭାଇ ରାସବିହାରୀ ଦାସ ମୁହଁ ଖୋଲିଛନ୍ତି। ଠିକାଦାରୀକୁ ନେଇ ବିନୋଦଙ୍କୁ ହତ୍ୟା କରାଯାଇଥିବା ସେ କହିଛନ୍ତି। ଏହାସହ ତାଙ୍କୁ ମଧ୍ୟ ଜୀବନରୁ ମାରି ଦେବାକୁ ଧମକ ଆସୁଥିବା ସେ ଅଭିଯୋଗ କରିଛନ୍ତି। ଏ ନେଇ ତାଙ୍କୁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ଦିଆଯାଉ ବୋଲି ରାସବିହାରୀ ଦାବି କରିଛନ୍ତି। ରାସବିହାରୀ କହିଛନ୍ତି, ୨୦୧୧ରେ ଏକ ଠିକାଦାରୀ କାମକୁ ନେଇ […]

ctc

ctc

Rakesh Mallick
  • Published: Tuesday, 15 December 2015
  • Updated: 15 December 2015, 01:31 PM IST

Sports

Latest News

କଟକ: ବ୍ରାହ୍ମଣଝରିଲୋ ମଦ ବ୍ୟବସାୟୀ ତଥା ଠିକାଦାର ବିନୋଦ ବିହାରୀ ଦାସଙ୍କ ହତ୍ୟାକାଣ୍ଡର ୭ଦିନ ପରେ ତାଙ୍କ ବଡଭାଇ ରାସବିହାରୀ ଦାସ ମୁହଁ ଖୋଲିଛନ୍ତି। ଠିକାଦାରୀକୁ ନେଇ ବିନୋଦଙ୍କୁ ହତ୍ୟା କରାଯାଇଥିବା ସେ କହିଛନ୍ତି। ଏହାସହ ତାଙ୍କୁ ମଧ୍ୟ ଜୀବନରୁ ମାରି ଦେବାକୁ ଧମକ ଆସୁଥିବା ସେ ଅଭିଯୋଗ କରିଛନ୍ତି। ଏ ନେଇ ତାଙ୍କୁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ଦିଆଯାଉ ବୋଲି ରାସବିହାରୀ ଦାବି କରିଛନ୍ତି।

ରାସବିହାରୀ କହିଛନ୍ତି, ୨୦୧୧ରେ ଏକ ଠିକାଦାରୀ କାମକୁ ନେଇ ଜଗତସିଂହପୁରର ଟୁଲିଆ ଜେନା ନାମକ ଜଣେ ବ୍ୟକ୍ତିଙ୍କ ସହ ତାଙ୍କର ଶତ୍ରୁତା ବୃଦ୍ଧି ପାଇଥିଲା। ସେ ତାଙ୍କୁ ଏବଂ ତାଙ୍କ ଭାଇକୁ ଜୀବନରୁ ମାରି ଦେବା ପାଇଁ ଧମକ ଦେଇଥିଲା। ରାସବିହାରୀଙ୍କୁ ସୁରକ୍ଷା ଯୋଗାଇ ଦିଆଯିବା ସହ ଶୀଘ୍ର ହତ୍ୟାକରୀଙ୍କୁ ଗିରଫ କରାଯିବ ବୋଲି କଟକ ଡିସିପି ସୂଚନା ଦେଇଛନ୍ତି। ଗତ ୬ ତାରିଖରେ ବିନୋଦଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story