ଆଜି ବେଲରେ ଆସି ପାରନ୍ତି ରାଜା

ଭୁବନେଶ୍ୱର: ଜୁଡୋ କୋଚ୍‌ ବିରଞ୍ଚି ଦାଶ ହତ୍ୟା ମାମଲାରେ ଜେଲରେ ଥିବା ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ ଆଜି ବେଲ୍‌ରେ ଆସି ପାରନ୍ତି। ଅଭିନେତ୍ରୀ ବିଦୁସ୍ମିତାଙ୍କ ଭାଇ ଅରୁଣ ମନ୍ତ୍ରୀଙ୍କୁ ଅପହରଣ ଓ ହତ୍ୟା ଧମକ ମାମଲାରେ ରାଜାଙ୍କ ଆବେଦନ ଶୁଣାଣିର ରାୟ ସଂରକ୍ଷିତ ରହିଛି। ଆଜି ଖୋର୍ଦ୍ଧା ଜିଲ୍ଲା ଏଡିଜେ କୋର୍ଟରେ ଏହି ମାମଲାରେ ଶୁଣାଣି ହେବାର ସମ୍ଭାବନା ରହିଛି। ଗତକାଲି କୋର୍ଟରେ ଏହି ମାମଲାରେ ରାଜାଙ୍କ ଜାମିନ୍‌ ଶୁଣାଣି ହେବାର ଥିଲା। ପୂର୍ବରୁ ଜ୍ୟୋତି ମୋଟର୍ସ […]

rajaacharya

rajaacharya

Rakesh Mallick
  • Published: Friday, 17 March 2017
  • Updated: 17 March 2017, 11:13 AM IST

Sports

Latest News

ଭୁବନେଶ୍ୱର: ଜୁଡୋ କୋଚ୍‌ ବିରଞ୍ଚି ଦାଶ ହତ୍ୟା ମାମଲାରେ ଜେଲରେ ଥିବା ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ ଆଜି ବେଲ୍‌ରେ ଆସି ପାରନ୍ତି। ଅଭିନେତ୍ରୀ ବିଦୁସ୍ମିତାଙ୍କ ଭାଇ ଅରୁଣ ମନ୍ତ୍ରୀଙ୍କୁ ଅପହରଣ ଓ ହତ୍ୟା ଧମକ ମାମଲାରେ ରାଜାଙ୍କ ଆବେଦନ ଶୁଣାଣିର ରାୟ ସଂରକ୍ଷିତ ରହିଛି। ଆଜି ଖୋର୍ଦ୍ଧା ଜିଲ୍ଲା ଏଡିଜେ କୋର୍ଟରେ ଏହି ମାମଲାରେ ଶୁଣାଣି ହେବାର ସମ୍ଭାବନା ରହିଛି।

ଗତକାଲି କୋର୍ଟରେ ଏହି ମାମଲାରେ ରାଜାଙ୍କ ଜାମିନ୍‌ ଶୁଣାଣି ହେବାର ଥିଲା। ପୂର୍ବରୁ ଜ୍ୟୋତି ମୋଟର୍ସ ମାଲିକଙ୍କୁ ଅପହରଣ ମାମଲାରେ ରାଜାଙ୍କ ଜାମିନ୍‌ ଆବେଦନ କୋର୍ଟରେ ଖାରଜ ହୋଇଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story