ଚାକିରି ଦେବା ନାଁରେ ଠକେଇ: ବିଶ୍ୱ ପ୍ରତାପ ସାମଲଙ୍କୁ ରିମାଣ୍ଡରେ ଆଣିଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ଚାକିରି ଦେବା ନାଁରେ  ୧କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗରେ ବିଶ୍ୱ ପ୍ରତାପ ସାମଲଙ୍କୁ ଗିରଫ ପରେ କ୍ରାଇମବ୍ରାଞ୍ଚ ରିମାଣ୍ଡରେ  ଆଣିଛି। ଇଞ୍ଜିନିୟରିଂ ଛାତ୍ରଙ୍କୁ ଘରୋଇ କମ୍ପାନୀରେ ମିଛ ନିଯୁକ୍ତି ଦେବା ସହ ଖୋର୍ଦ୍ଧା ଓ ପୁରୀ ଅଞ୍ଚଳରେ  ଅଙ୍ଗନବାଡି ସର୍ଭେ କାମରେ ବିନିଯୋଗ କରାଯାଇଥିଲା। ଘଟଣାର ପର୍ଦ୍ଦାଫାସ ହେବାପରେ ବିଶ୍ୱ ପ୍ରତାପକୁ ଅର୍ଥନୈତିକ ଅପରାଧ ଶାଖା ପଚରାଉଚୁରା କରିଛି।

bhu

Rakesh Mallick
  • Published: Monday, 19 December 2016
  • , Updated: 19 December 2016, 07:43 PM IST

Related story