ଚାକିରି ଦେବା ନାଁରେ ଠକେଇ: ବିଶ୍ୱ ପ୍ରତାପ ସାମଲଙ୍କୁ ରିମାଣ୍ଡରେ ଆଣିଲା କ୍ରାଇମବ୍ରାଞ୍ଚ
ଭୁବନେଶ୍ୱର: ଚାକିରି ଦେବା ନାଁରେ ୧କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗରେ ବିଶ୍ୱ ପ୍ରତାପ ସାମଲଙ୍କୁ ଗିରଫ ପରେ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଆଣିଛି। ଇଞ୍ଜିନିୟରିଂ ଛାତ୍ରଙ୍କୁ ଘରୋଇ କମ୍ପାନୀରେ ମିଛ ନିଯୁକ୍ତି ଦେବା ସହ ଖୋର୍ଦ୍ଧା ଓ ପୁରୀ ଅଞ୍ଚଳରେ ଅଙ୍ଗନବାଡି ସର୍ଭେ କାମରେ ବିନିଯୋଗ କରାଯାଇଥିଲା। ଘଟଣାର ପର୍ଦ୍ଦାଫାସ ହେବାପରେ ବିଶ୍ୱ ପ୍ରତାପକୁ ଅର୍ଥନୈତିକ ଅପରାଧ ଶାଖା ପଚରାଉଚୁରା କରିଛି।