ଚିନ୍ମୟୀଙ୍କଠାରୁ ଛିନ୍‌ତାଇ ଘଟଣାରେ ଆଉ ଜଣେ ଗିରଫ

ଭୁବନେଶ୍ୱର: କରାଟେକା ଚିନ୍ମୟୀଙ୍କଠାରୁ ଛିନ୍‌ତାଇ ଘଟଣାରେ କମିଶନରେଟ୍ ପୋଲିସ୍ ଆଜି ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ତା’ ନାଁ ସିନୁ ଅଲ୍ଲୀ। ଏହା ପୂର୍ବରୁ ଏ ଘଟଣାର ମୁଖ୍ୟ ଅଭିଯୁକ୍ତ ପୂର୍ଣ୍ଣଦତ୍ତ ମହାନ୍ତିକୁ ଗିରଫ କରିଥିଲା ପୋଲିସ୍।  ଘଟଣାର ଆଉ ଜଣେ ଅଭିଯୁକ୍ତ ଏବେବି ଫେରାର ଅଛି। ଗତ ରବିବାର ରାତିରେ ଚିନ୍ମୟୀ ଟ୍ରେନିଂ ସାରି ଘରକୁ ଫେରୁଥିବା ବେଳେ ତିନି ଜଣ ଲୁଟେରା ଏକ ବାଇକ୍‌ରେ ଆସି ତାଙ୍କଠାରୁ ମୋବାଇଲ୍ ଲୁଟି ନେଇଥିଲେ। ହେଲେ […]

chinmayee

chinmayee

Rakesh Mallick
  • Published: Sunday, 02 October 2016
  • Updated: 02 October 2016, 07:11 PM IST

Sports

Latest News

chinmayeeଭୁବନେଶ୍ୱର: କରାଟେକା ଚିନ୍ମୟୀଙ୍କଠାରୁ ଛିନ୍‌ତାଇ ଘଟଣାରେ କମିଶନରେଟ୍ ପୋଲିସ୍ ଆଜି ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ତା’ ନାଁ ସିନୁ ଅଲ୍ଲୀ।

ଏହା ପୂର୍ବରୁ ଏ ଘଟଣାର ମୁଖ୍ୟ ଅଭିଯୁକ୍ତ ପୂର୍ଣ୍ଣଦତ୍ତ ମହାନ୍ତିକୁ ଗିରଫ କରିଥିଲା ପୋଲିସ୍।  ଘଟଣାର ଆଉ ଜଣେ ଅଭିଯୁକ୍ତ ଏବେବି ଫେରାର ଅଛି।

ଗତ ରବିବାର ରାତିରେ ଚିନ୍ମୟୀ ଟ୍ରେନିଂ ସାରି ଘରକୁ ଫେରୁଥିବା ବେଳେ ତିନି ଜଣ ଲୁଟେରା ଏକ ବାଇକ୍‌ରେ ଆସି ତାଙ୍କଠାରୁ ମୋବାଇଲ୍ ଲୁଟି ନେଇଥିଲେ। ହେଲେ ଚିନ୍ମୟୀ ହାର ନମାନି ସେମାନଙ୍କୁ ପ୍ରାୟ ତିନି କିଲୋମିଟର ପର୍ଯ୍ୟନ୍ତ ନିଜ ବାଇକ୍‌ରେ ଗୋଡ଼ାଇ ଥିଲେ। ଶେଷରେ ୟୁନିଟ୍-୨ ଅଞ୍ଚଳରେ ଲୁଟେରାଙ୍କ ଗାଡ଼ିକୁ ଧକ୍କା ଦେଇ ସେମାନଙ୍କୁ ତଳେ ପକାଇ ଦେଇଥିଲେ।

କରାଟେ ଜାଣିଥିବା ଯୋଗୁଁ ସେ ସେମାନଙ୍କୁ ମାଡ଼ ମଧ୍ୟ ମାରିଥିଲେ। ଦୁର୍ବୃତ୍ତମାନେ ମାଡ଼ ଖାଇ ବାଇକ୍ ଛାଡ଼ି ଦୌଡ଼ି ପଳାଇ ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story