ଚିଟଫଣ୍ଡ ସଂସ୍ଥା ଜିଏଲପି ଡେଭଲପର୍ସର ସମ୍ପତ୍ତି ବାଜ୍ୟାପ୍ତି ନିର୍ଦ୍ଦେଶ

କଟକ: ଚିଟଫଣ୍ଡ ସଂସ୍ଥା ଜିଏଲପି ଡେଭଲପର୍ସର ଲିମିଟେଡ୍ ଗ୍ରୁପର ସମ୍ପତ୍ତି ବାଜ୍ୟାପ୍ତି ପାଇଁ କଟକ ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟଙ୍କ ନିର୍ଦ୍ଦେଶ। ସଂସ୍ଥାର ୮୭ କୋଟି ୪୮ ଲକ୍ଷ ୪୭ ହଜାର ଟଙ୍କ।ର ସ୍ଥାବର ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି କରି ପବ୍ଲିକ ଅକ୍ସନ ଜରିଆରେ ବିକ୍ରି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମ୍ପତ୍ତି ମଧ୍ୟରେ କମ୍ପାନୀର ବିଭିନ୍ନ ସ୍ଥାନରେ ଥିବା ୫୨ ଏକର ୫୭୫ ଡିସିମିଲ୍ ଜମି ରହିଛି। ଯାହାର ଆନୁମାନିକ ମୂଲ୍ୟ ୨ କୋଟି ୮୬ […]

glp-chit-fond

glp-chit-fond

Rakesh Mallick
  • Published: Wednesday, 23 December 2015
  • Updated: 23 December 2015, 03:42 PM IST

Sports

Latest News

କଟକ: ଚିଟଫଣ୍ଡ ସଂସ୍ଥା ଜିଏଲପି ଡେଭଲପର୍ସର ଲିମିଟେଡ୍ ଗ୍ରୁପର ସମ୍ପତ୍ତି ବାଜ୍ୟାପ୍ତି ପାଇଁ କଟକ ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟଙ୍କ ନିର୍ଦ୍ଦେଶ। ସଂସ୍ଥାର ୮୭ କୋଟି ୪୮ ଲକ୍ଷ ୪୭ ହଜାର ଟଙ୍କ।ର ସ୍ଥାବର ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି କରି ପବ୍ଲିକ ଅକ୍ସନ ଜରିଆରେ ବିକ୍ରି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏହି ସମ୍ପତ୍ତି ମଧ୍ୟରେ କମ୍ପାନୀର ବିଭିନ୍ନ ସ୍ଥାନରେ ଥିବା ୫୨ ଏକର ୫୭୫ ଡିସିମିଲ୍ ଜମି ରହିଛି। ଯାହାର ଆନୁମାନିକ ମୂଲ୍ୟ ୨ କୋଟି ୮୬ ଲକ୍ଷ ହେବ। ତା’ଛଡ଼ା ବିଭିନ୍ନ ବ୍ୟାଙ୍କରେ କମ୍ପାନୀର ୮୪ କୋଟି ୫୮ ଲକ୍ଷ ୫୦ ହଜାର ଟଙ୍କ। ଏବଂ ଜବତ କରାଯାଇଥିବା ୩ ଲକ୍ଷ ୬୧ ହଜାର ୮୭୦ ଟଙ୍କ। ରହିଛି। ଚିଟଫଣ୍ଡ ମାମଲାରେ କ୍ଷମତାପ୍ରାପ୍ତ ଅଧିକାରୀ କଟକ ଏଡିଏମଡି ଆବେଦନର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ପବ୍ଲିକ ଅକ୍ସନ ଜରିଆରେ ବ୍ୟାଜାପ୍ତି ସମ୍ପତ୍ତି ବିକ୍ରି ପରେ ସେହି ଟଙ୍କ। କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଫେରସ୍ତ ଦିଆଯିବ ବୋଲି କୋର୍ଟ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story