ଚିଟଫଣ୍ଡ ଠକେଇ: ରାଇଟମାକ୍ସ ଟେକ୍ନୋଟ୍ରେଡ୍ ଇଣ୍ଟନ୍ୟାସନାଲ୍ ଉପରେ ସିବିଆଇ ଚଢାଉ
ଭୁବନେଶ୍ୱର: ରାଇଟମାକ୍ସ ଟେକ୍ନୋଟ୍ରେଡ୍ ଇଣ୍ଟନ୍ୟାସନାଲ୍ ନାମକ ଏକ ସଂସ୍ଥା ଉପରେ ସୋମବାର ସିବିଆଇ ଚଢାଉ କରିଛି । ଓଡ଼ିଶାରେ ୪ଟି ଓ ତାମିଲନାଡୁର ୪ଟି ସ୍ଥାନରେ ସିବିଆଇ ଏକକାଳୀନ ଚଢାଉ କରିଛି। ଚିଟଫଣ୍ଡ ଠକେଇ ଅଭିଯୋଗରେ ସିବିଆଇ ଏହି ରେଡ୍ କରିଛି। ସଂସ୍ଥାର କାର୍ଯ୍ୟାଳୟ ଓ ନିର୍ଦ୍ଦେଶକଙ୍କ ଘରେ ମଧ୍ୟ ଏହି ଚଢାଉ ଚାଲିଥିବା ଜଣାପଡ଼ିଛି।