ଚିଟ୍‌ଫଣ୍ଡ୍‌ ମାମଲା: ସିଲିକନ୍‌ ପ୍ରୋଜେକ୍ଟ ଇଣ୍ଡିଆର ୩ ଅଧିକାରୀ ଗିରଫ

ଭୁବନେଶ୍ୱର: ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ସିଲିକନ୍‌ ପ୍ରୋଜେକ୍ଟ ଇଣ୍ଡିଆ କମ୍ପାନୀର  ୩ ଅଧିକାରୀଙ୍କୁ ସିବିଆଇ କୋଲ୍‌କାତାରୁ ଗିରଫ କରିଛି। ଟ୍ରାନ୍‌ଜିଟ୍‌ ରିମାଣ୍ଡ୍‌ରେ ଏମାନଙ୍କୁ ଭୁବନେଶ୍ୱର ଅଣାଯାଇଛି। ସେମାନଙ୍କୁ ଆଜି ସିବିଆଇ କୋର୍ଟରେ ହାଜର କରିବା ସହ ରିମାଣ୍ଡରେ ନେବା ପାଇଁ  ଆବେଦନ କରିବ।      

cbi

Rakesh Mallick
  • Published: Tuesday, 09 August 2016
  • , Updated: 09 August 2016, 10:09 AM IST

Related story