ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲା: ମଡେଲ ପ୍ରୀତି ଭାଟିଆଙ୍କୁ ସିବିଆଇ ଜେରା

ଭୁବନେଶ୍ୱର: ଅର୍ଥତତ୍ତ୍ୱ ଚିଟଫଣ୍ଡ କାରବାର ମାମଲାର ଅନ୍ୟତମ ଅଭିଯୁକ୍ତ ମୁମ୍ୱାଇ ମଡେଲ ପ୍ରୀତି ଭାଟିଆ ଆଜି ସିବିଆଇରେ ହାଜର ହୋଇଛନ୍ତି । ଚିଟଫଣ୍ଡ କାରବାରରେ ଅର୍ଥ ହେରଫେର ନେଇ ସିବିଆଇ ତାଙ୍କୁ ଜେରା କରୁଛି । ନିକଟରେ ସୁପ୍ରିମକୋର୍ଟ ପ୍ରୀତିଙ୍କୁ ଜାମିନ ପ୍ରଦାନ କରିଥିଲେ । ଜାମିନ ପାଇବା ପରେ ସିବିଆଇ ପ୍ରୀତିଙ୍କୁ ପ୍ରଥମ ଥର ପାଇଁ ଜେରା କରୁଛି। ଏଟି ଗ୍ରୁପ୍ ମୁଖ୍ୟ ପ୍ରଦୀପ ସେଠୀଙ୍କ ଠାରୁ ଇନ୍ଦୁ ଦିୱାନ ପ୍ରୀତି ଭାଟିଆଙ୍କ ମାଧ୍ୟମରେ ପ୍ରଚୁର […]

priti

Rakesh Mallick
  • Published: Saturday, 12 December 2015
  • , Updated: 12 December 2015, 10:53 AM IST

ଭୁବନେଶ୍ୱର: ଅର୍ଥତତ୍ତ୍ୱ ଚିଟଫଣ୍ଡ କାରବାର ମାମଲାର ଅନ୍ୟତମ ଅଭିଯୁକ୍ତ ମୁମ୍ୱାଇ ମଡେଲ ପ୍ରୀତି ଭାଟିଆ ଆଜି ସିବିଆଇରେ ହାଜର ହୋଇଛନ୍ତି । ଚିଟଫଣ୍ଡ କାରବାରରେ ଅର୍ଥ ହେରଫେର ନେଇ ସିବିଆଇ ତାଙ୍କୁ ଜେରା କରୁଛି । ନିକଟରେ ସୁପ୍ରିମକୋର୍ଟ ପ୍ରୀତିଙ୍କୁ ଜାମିନ ପ୍ରଦାନ କରିଥିଲେ । ଜାମିନ ପାଇବା ପରେ ସିବିଆଇ ପ୍ରୀତିଙ୍କୁ ପ୍ରଥମ ଥର ପାଇଁ ଜେରା କରୁଛି।

ଏଟି ଗ୍ରୁପ୍ ମୁଖ୍ୟ ପ୍ରଦୀପ ସେଠୀଙ୍କ ଠାରୁ ଇନ୍ଦୁ ଦିୱାନ ପ୍ରୀତି ଭାଟିଆଙ୍କ ମାଧ୍ୟମରେ ପ୍ରଚୁର ଟଙ୍କା ନେଇଥିବା ଅଭିଯୋଗ ରହିଥିଲା। ସିବିଆଇ ଏହି ମାମଲାରେ ପ୍ରୀତିଙ୍କୁ ବିଭିନ୍ନ ସମୟରେ ଜେରା କରିଛି।

Related story