ଚିଟ୍‌ଫଣ୍ଡ ସଂସ୍ଥା ମାଇକ୍ରୋ ଫାଇନାନ୍ସ ଉପରେ ସିବିଆଇ ଚଢ଼ାଉ

ଭୁବନେଶ୍ୱର: ଚିଟ୍‌ଫଣ୍ଡ ସଂସ୍ଥା ମାଇକ୍ରୋ ଫାଇନାନ୍ସର ୭ଟି ସ୍ଥାନରେ ଏକକାଳୀନ ସିବିଆଇ ଚଢ଼ାଉ କରିଛି। ଭୁବନେଶ୍ୱରର ୨ଟି ଓ ଖୋର୍ଦ୍ଧାର ଗୋଟିଏ ସ୍ଥାନରେ ଚଢ଼ାଉ ହୋଇଛି। ସେହିପରି ଜଳେଶ୍ୱରର ୩ଟି ଓ ବାଲେଶ୍ୱରର ଗୋଟିଏ ସ୍ଥାନରେ ଚଢ଼ାଉ କରାଯାଇଛି। ସିବିଆଇ ଅଧିକାରୀମାନେ ସଂସ୍ଥାର କିଛି ନିର୍ଦ୍ଦେଶକଙ୍କ ଘରେ ମଧ୍ୟ ତଳାସୀ କରିଛନ୍ତି। କମ୍ପାନୀ ରାଞ୍ଚିରେ ୩୦୦ କୋଟି ଟଙ୍କାର ଠକେଇ କରିଥିବା ଅଭିଯୋଗରେ ଏହି ଚଢାଉ କରାଯାଉଛି।

chitfund

Rakesh Mallick
  • Published: Thursday, 28 July 2016
  • , Updated: 28 July 2016, 07:11 PM IST

ଭୁବନେଶ୍ୱର: ଚିଟ୍‌ଫଣ୍ଡ ସଂସ୍ଥା ମାଇକ୍ରୋ ଫାଇନାନ୍ସର ୭ଟି ସ୍ଥାନରେ ଏକକାଳୀନ ସିବିଆଇ ଚଢ଼ାଉ କରିଛି। ଭୁବନେଶ୍ୱରର ୨ଟି ଓ ଖୋର୍ଦ୍ଧାର ଗୋଟିଏ ସ୍ଥାନରେ ଚଢ଼ାଉ ହୋଇଛି। ସେହିପରି ଜଳେଶ୍ୱରର ୩ଟି ଓ ବାଲେଶ୍ୱରର ଗୋଟିଏ ସ୍ଥାନରେ ଚଢ଼ାଉ କରାଯାଇଛି।

ସିବିଆଇ ଅଧିକାରୀମାନେ ସଂସ୍ଥାର କିଛି ନିର୍ଦ୍ଦେଶକଙ୍କ ଘରେ ମଧ୍ୟ ତଳାସୀ କରିଛନ୍ତି।

କମ୍ପାନୀ ରାଞ୍ଚିରେ ୩୦୦ କୋଟି ଟଙ୍କାର ଠକେଇ କରିଥିବା ଅଭିଯୋଗରେ ଏହି ଚଢାଉ କରାଯାଉଛି।

Related story