ଏଟି ମୁଖ୍ୟ ପ୍ରଦୀପ ସେଠୀଙ୍କ ପତ୍ନୀଙ୍କୁ ସିବିଆଇର ଜେରା
ଭୁବନେଶ୍ୱର: ଚିଟ୍ଫଣ୍ଡ୍ ଠକେଇ ମାମଲାରେ ଆଜି ସିବିଆଇ ଅର୍ଥତତ୍ତ୍ୱ ଚିଟ୍ଫଣ୍ଡ୍ ସଂସ୍ଥାର ମୁଖ୍ୟ ପ୍ରଦୀପ ସେଠୀଙ୍କୁ ଜେରା କରିଛି। ଏଥିପାଇଁ ପ୍ରଦୀପ ସେଠୀଙ୍କ ପତ୍ନୀ ଭୁବନେଶ୍ୱର ସ୍ଥିତ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇଥିଲେ। ତାଙ୍କୁ ବେଆଇନ୍ ମନି ଟ୍ରେଲ୍ ନେଇ ପଚରାଉଚରା କରାଯାଇଥିବା ସୂଚନା ମିଳିଛି। ସିବିଆଇ ଅଫିସ୍ରୁ ବାହାରିବା ପରେ ସେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କିଛି କହିବାକୁ ମନା କରି ଦେଇଥିଲେ।
ଭୁବନେଶ୍ୱର: ଚିଟ୍ଫଣ୍ଡ୍ ଠକେଇ ମାମଲାରେ ଆଜି ସିବିଆଇ ଅର୍ଥତତ୍ତ୍ୱ ଚିଟ୍ଫଣ୍ଡ୍ ସଂସ୍ଥାର ମୁଖ୍ୟ ପ୍ରଦୀପ ସେଠୀଙ୍କୁ ଜେରା କରିଛି। ଏଥିପାଇଁ ପ୍ରଦୀପ ସେଠୀଙ୍କ ପତ୍ନୀ ଭୁବନେଶ୍ୱର ସ୍ଥିତ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇଥିଲେ। ତାଙ୍କୁ ବେଆଇନ୍ ମନି ଟ୍ରେଲ୍ ନେଇ ପଚରାଉଚରା କରାଯାଇଥିବା ସୂଚନା ମିଳିଛି।
ସିବିଆଇ ଅଫିସ୍ରୁ ବାହାରିବା ପରେ ସେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କିଛି କହିବାକୁ ମନା କରି ଦେଇଥିଲେ।