ଚିଟଫଣ୍ଡ ଠକେଇ: ହାଇଟେକ୍ ରିଜିଓନାଲ କୋ-ଅପରେଟିଭ୍ ଲିମିଟେଡ୍ ମ୍ୟାନେଜର ଗିରଫ

ଭଦ୍ରକ: ଜମାକାରୀଙ୍କ ଅର୍ଥ ହଡ଼ପ କରି ଦୀର୍ଘଦିନ ଧରି ଫେରାର ଥିବା ହାଇଟେକ୍ ରିଜିଓନାଲ କୋ-ଅପରେଟିଭ୍ ଲିମିଟେଡର ନାମକ ଏକ ସଂସ୍ଥାର ମ୍ୟାନେଜର ବିଜୟ କେତନ ଦାସଙ୍କୁ ପୋଲିସ ଗିରଫ କରିଛି। ଭଦ୍ରକ ଗ୍ରାମାଞ୍ଚଳ ପୋଲିସର ଏକ ନୂତନ ଟିମ୍ ବାଲେଶ୍ୱର ସଦର ଥାନା ଅଞ୍ଚଳରେ ବିଜୟ କେତନଙ୍କୁ ଗିରଫ କରି ପଚରାଉଚରା କରୁଛି। ଜମାକାରୀ ନିତ୍ୟାନନ୍ଦ ଦାସଙ୍କ ନାମରେ ଜମାଥିବା ୫୦ହଜାର ଟଙ୍କାର ମାଚ୍ୟୁରିଟି ଭାଲ୍ୟୁ ୬୫ହଜାର ହେବା ପରେ ତାଙ୍କୁ ଏହି ଅର୍ଥ ନ […]

chitfund

chitfund

Rakesh Mallick
  • Published: Monday, 21 December 2015
  • Updated: 21 December 2015, 08:34 AM IST

Sports

Latest News

ଭଦ୍ରକ: ଜମାକାରୀଙ୍କ ଅର୍ଥ ହଡ଼ପ କରି ଦୀର୍ଘଦିନ ଧରି ଫେରାର ଥିବା ହାଇଟେକ୍ ରିଜିଓନାଲ କୋ-ଅପରେଟିଭ୍ ଲିମିଟେଡର ନାମକ ଏକ ସଂସ୍ଥାର ମ୍ୟାନେଜର ବିଜୟ କେତନ ଦାସଙ୍କୁ ପୋଲିସ ଗିରଫ କରିଛି। ଭଦ୍ରକ ଗ୍ରାମାଞ୍ଚଳ ପୋଲିସର ଏକ ନୂତନ ଟିମ୍ ବାଲେଶ୍ୱର ସଦର ଥାନା ଅଞ୍ଚଳରେ ବିଜୟ କେତନଙ୍କୁ ଗିରଫ କରି ପଚରାଉଚରା କରୁଛି।

ଜମାକାରୀ ନିତ୍ୟାନନ୍ଦ ଦାସଙ୍କ ନାମରେ ଜମାଥିବା ୫୦ହଜାର ଟଙ୍କାର ମାଚ୍ୟୁରିଟି ଭାଲ୍ୟୁ ୬୫ହଜାର ହେବା ପରେ ତାଙ୍କୁ ଏହି ଅର୍ଥ ନ ଦେଇ ସଂସ୍ଥା ଅଧିକାରୀ ଫେରାର ହୋଇ ଯାଇଥିଲେ। ଏହା ପରେ ଜମାକାରୀଙ୍କ ପକ୍ଷରୁ ଏନେଇ ଗତ ୭ମାସ ତଳେ ଏକ ମାମଲା ଦାୟର ହୋଇଥିଲା।

ତେବେ ଏହି ସଂସ୍ଥାର ସଂଗୃହୀତ ଅର୍ଥ ଏଠାକାର ଏକ ଇଞ୍ଜିନିୟରିଂ କଲେଜ ସହ ବାଲେଶ୍ୱର ଅଞ୍ଚଳରେ ବିନିଯୋଗ ହୋଇଥିବା ନେଇ ଅଭିଯୋଗ ହେବା ପରେ ପୋଲିସ ଏହାର ଖୋଳତାଡ଼ ଆରମ୍ଭ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story