ଚିଟ୍‌ଫଣ୍ଡ ଠକେଇ ମାମଲା: ଜ୍ୟୋତିରାଣୀଙ୍କୁ ମିଳିଲା ମଧ୍ୟବର୍ତ୍ତୀକାଳୀନ ଜାମିନ

ରାଉରକେଲା: ଚିଟ୍‌ଫଣ୍ଡ ଠକେଇ ଅଭିଯୋଗରେ ସିସୋର ଚିଟଫଣ୍ଡ କମ୍ପାନୀର ମୁଖ୍ୟ ପ୍ରଶାନ୍ତ ଦାସଙ୍କ ପତ୍ନୀ ଜ୍ୟୋତିରାଣୀ ଷଡଙ୍ଗୀଙ୍କୁ ରାଉରକେଲା ଏସଡିଜେଏମ୍‌ କୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ୯୦ଟଙ୍କା ଠକେଇ ଅଭିଯୋଗରେ ଗତ ୭ ତାରିଖ ଦିନ ଜ୍ୟୋତିରାଣୀଙ୍କୁ ପୋଲିସ୍ ଗିରଫ କରିଥିଲା। ପୂର୍ବରୁ  ତାଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ଦେଇଥିଲେ ଓ ନିର୍ଦ୍ଧାରିତ ତାରିଖ ମଧ୍ୟରେ ତଳକୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ।

jyotiranee

Rakesh Mallick
  • Published: Saturday, 18 June 2016
  • , Updated: 18 June 2016, 10:51 AM IST

Related story