କୋର୍ଟରେ ହାଜର ପରେ ଜେଲ ଗଲେ ଶିବଶଙ୍କର ଦାସ

ବ୍ରହ୍ମପୁର: ବ୍ରହ୍ମପୁରର ପୂର୍ବତନ ମେୟର ଶିବଶଙ୍କର ଦାସଙ୍କ ଦୁଇ ଦିନିଆ ରିମାଣ୍ଡ ଶେଷ ହେବା ପରେ ଆଜି ତାଙ୍କୁ ଏସଡିଜେଏମ କୋର୍ଟରେ ହାଜର କରାଯିବା ପରେ ଜେଲ ପଠାଇ ଦିଆଯାଇଛି। ବିଭିନ୍ନ ମାମଲାରେ ଅଭିଯୁକ୍ତ ଥିବା ଶିବଶଙ୍କର ଦାସଙ୍କୁ ଗତମାସ ୭ ତାରିଖ ଦିନ ବ୍ରହ୍ମପୁର ପୋଲିସର ଏକ ସ୍ୱତନ୍ତ୍ର ଟିମ୍‌ ଦିଲ୍ଲୀରୁ ଗିରଫ କରିଥିଲା। ଏକ ଟଙ୍କା ଲୁଟ୍ ମାମଲାରେ ତାଙ୍କୁ ଅଧିକ ପଚରଉଚରା ପାଇଁ ପୋଲିସ୍‌ ଦୁଇ ଦିନିଆ ରିମାଣ୍ଡରେ ଆଣି ଜେରା କରିଥିଲା।

shibashankara-dash

Rakesh Mallick
  • Published: Saturday, 06 August 2016
  • , Updated: 06 August 2016, 07:45 PM IST

Related story