କଟକ: ଦୁଇ କୁଖ୍ୟାତ ଅପରାଧୀ ଗିରଫ, ପିସ୍ତଲ ଓ ଗୁଳି ଜବତ

କଟକ: କଟକ ସଦର ଥାନା ସୁଭଦ୍ରାପୁରରୁ ୨ କୁଖ୍ୟାତ ଅପରାଧୀଙ୍କୁ ଆଜି ପୋଲିସ୍ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଅଶୋକ ପଣ୍ଡା ଓ ବଳରାମ ବାରିକ। ପୋଲିସ୍ ଅଶୋକ  ପଣ୍ଡାଙ୍କ ଘରୁ ଗୋଟିଏ ପିସ୍ତଲ ଓ ଗୁଳି ଜବତ କରିଛି। ଦାଦାବଟି ଆଦାୟ କରୁଥିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି। ପୂର୍ବରୁ ଅଶୋକ ପଣ୍ଡାଙ୍କ ନାଁରେ ସଦର ଥାନାରେ ଏକାଧିକ ମାମଲା ରହିଛି। ବାରଙ୍ଗ ଥାନାରେ ମଧ୍ୟ ଅଶୋକଙ୍କ ନାଁରେ ମାମଲା ରହିଛି।

gun

Rakesh Mallick
  • Published: Tuesday, 29 March 2016
  • , Updated: 29 March 2016, 09:18 AM IST

Related story