କଟକ: ଅରଡ଼ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗରଫ

କଟକ: ଅରଡ଼ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ମଲ୍ଲିକକୁ ଆଠଗଡ଼ରୁ କମିଶନରେଟ୍ ପୋଲିସ୍ ଗିରଫ କରିଛି। ଗତ ୨୧ ତାରିଖରେ ଅରଡ଼ ଗାଁର ପ୍ରଶାନ୍ତ ମଲ୍ଲିକ୍ ତାଙ୍କ ପତ୍ନୀ ସରସ୍ୱତୀଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ମୃତ୍ୟୁ ପରେ ପତ୍ନୀଙ୍କ କଟା ହାତ ଧରି ପ୍ରଶାନ୍ତ ଫେରାର ହୋଇଯାଇଥିଲା। ମୃତ ମହିଳାଙ୍କ ଦୁଇ କଟା ହାତ ନିକଟସ୍ଥ ବୁଦାରୁ ଉଦ୍ଧାର କରାଯାଇଥିଲା।

murder

Rakesh Mallick
  • Published: Tuesday, 26 April 2016
  • , Updated: 26 April 2016, 05:18 AM IST

Related story