କଟକ : ବାଲିକିଆରୀ ଗାଁରୁ ୩ ହାତୀ ଶିକାରୀ ଗିରଫ

କଟକ: କଟକ ଜିଲ୍ଲା ନରସିଂହପୁର ଥାନା ବାଲିକିଆରୀ ଗାଁରୁ ୩ଜଣ ହାତୀ ଶିକାରୀଙ୍କୁ ବନ ବିଭାଗ ଓ ପୋଲିସ କର୍ମଚାରୀ ମିଳିତ ଭାବେ ଚଢାଉ କରି ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ବାବୁଲି ପ୍ରଧାନ, ସତ୍ୟ ଦେହୁରୀ ଏବଂ ନକୁଳ ଦେହୁରୀ।  ଏମାନେ ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ ଶହେରୁ ଅଧିକ ହାତୀ ମାରିଥିବା ସ୍ୱୀକାର କରିଛନ୍ତି। ପୂର୍ବରୁ ଏମାନଙ୍କ ନାଁରେ ୱାରେଣ୍ଟ ରହିଥିଲା। ଆସାମରେ ମଧ୍ୟ ଏମାନେ ହାତୀ ଶୀକାର କରିଥିବା […]

hathi-3

Rakesh Mallick
  • Published: Monday, 19 October 2015
  • , Updated: 19 October 2015, 08:11 AM IST

କଟକ: କଟକ ଜିଲ୍ଲା ନରସିଂହପୁର ଥାନା ବାଲିକିଆରୀ ଗାଁରୁ ୩ଜଣ ହାତୀ ଶିକାରୀଙ୍କୁ ବନ ବିଭାଗ ଓ ପୋଲିସ କର୍ମଚାରୀ ମିଳିତ ଭାବେ ଚଢାଉ କରି ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ବାବୁଲି ପ୍ରଧାନ, ସତ୍ୟ ଦେହୁରୀ ଏବଂ ନକୁଳ ଦେହୁରୀ।  ଏମାନେ ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ ଶହେରୁ ଅଧିକ ହାତୀ ମାରିଥିବା ସ୍ୱୀକାର କରିଛନ୍ତି। ପୂର୍ବରୁ ଏମାନଙ୍କ ନାଁରେ ୱାରେଣ୍ଟ ରହିଥିଲା। ଆସାମରେ ମଧ୍ୟ ଏମାନେ ହାତୀ ଶୀକାର କରିଥିବା ସୂଚନା ମିଳିଛି।

Related story