କଟକ: ଘରେ ପଶି ସୁନା ଗହଣା ସହ ନଗଦ ୨୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

କଟକ: କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ଅଢେଇଗୁଣ୍ଡି ଗାଁରେ ଆଜି ଭୋରରୁ ଦୁର୍ବୃତ୍ତମାନେ ରାମଚନ୍ଦ୍ର ପଣ୍ଡାଙ୍କ ଘରେ ପଶି ତାଙ୍କୁ ଭୁଜାଲିରେ ଆକ୍ରମଣ କରିବା ସହ ସୁନା ଗହଣା ଏବଂ ନଗଦ ୨୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର୍ ହେବା ପୂର୍ବରୁ  ଲୋକଙ୍କୁ ଭୟଭୀତ କରିବା ସହ ବାହାରେ ବୋମାମାଡ଼ କରିଥିବା ଜଣାପଡ଼ିଛି। ଦୁର୍ବୃତ୍ତଙ୍କ ଭୁଜାଲି  ଆକ୍ରମଣରେ  ରାମଚନ୍ଦ୍ର ପଣ୍ଡା ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। […]

d

Rakesh Mallick
  • Published: Monday, 30 May 2016
  • , Updated: 30 May 2016, 04:31 AM IST

କଟକ: କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ଅଢେଇଗୁଣ୍ଡି ଗାଁରେ ଆଜି ଭୋରରୁ ଦୁର୍ବୃତ୍ତମାନେ ରାମଚନ୍ଦ୍ର ପଣ୍ଡାଙ୍କ ଘରେ ପଶି ତାଙ୍କୁ ଭୁଜାଲିରେ ଆକ୍ରମଣ କରିବା ସହ ସୁନା ଗହଣା ଏବଂ ନଗଦ ୨୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର୍ ହେବା ପୂର୍ବରୁ  ଲୋକଙ୍କୁ ଭୟଭୀତ କରିବା ସହ ବାହାରେ ବୋମାମାଡ଼ କରିଥିବା ଜଣାପଡ଼ିଛି। ଦୁର୍ବୃତ୍ତଙ୍କ ଭୁଜାଲି  ଆକ୍ରମଣରେ  ରାମଚନ୍ଦ୍ର ପଣ୍ଡା ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ  କରିଛି ।

Related story