ଲୋପାମୁଦ୍ରା ନିର୍ଯାତନା ମାମଲା: ତ୍ରୈଲୋକ୍ୟ ମିଶ୍ର ଓ ତାଙ୍କ ପୁଅକୁ ମିଳିଲା ଆଗୁଆ ଜାମିନ୍‌

କଟକ: ବହୁଚର୍ଚ୍ଚିତ ଲୋପାମୁଦ୍ରା ମିଶ୍ର ନିର୍ଯାତନା ଓ ଧମକ ଦେବା ମାମଲାରେ ତାଙ୍କ ଶ୍ୱଶୁର ତ୍ରୈଲୋକ୍ୟ ମିଶ୍ର ଓ ସ୍ୱାମୀ ସବ୍ୟସାଚୀଙ୍କୁ ହାଇକୋର୍ଟରୁ ଆଜି ଆଗୁଆ ଜାମିନ୍‌ ମିଳିଛି। ଜଣେ ଜାମିନ୍‌ଦାର ଓ ୨୦ ହଜାର ଟଙ୍କା ମୁଚାଲିକାରେ କୋର୍ଟ ସେମାନଙ୍କୁ ଜାମିନ୍‌ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ଗତ ଜୁନ୍‌ ୧୪ରେ ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ର, ତାଙ୍କ ପତ୍ନୀ ଓ ପୁଅ ବିରୋଧରେ ବୋହୂ ନିର୍ଯାତନା ଅଭିଯୋଗ ଆଣିଥିଲେ।

lopamudra

lopamudra

Rakesh Mallick
  • Published: Friday, 23 September 2016
  • Updated: 23 September 2016, 03:11 PM IST

Sports

Latest News

କଟକ: ବହୁଚର୍ଚ୍ଚିତ ଲୋପାମୁଦ୍ରା ମିଶ୍ର ନିର୍ଯାତନା ଓ ଧମକ ଦେବା ମାମଲାରେ ତାଙ୍କ ଶ୍ୱଶୁର ତ୍ରୈଲୋକ୍ୟ ମିଶ୍ର ଓ ସ୍ୱାମୀ ସବ୍ୟସାଚୀଙ୍କୁ ହାଇକୋର୍ଟରୁ ଆଜି ଆଗୁଆ ଜାମିନ୍‌ ମିଳିଛି। ଜଣେ ଜାମିନ୍‌ଦାର ଓ ୨୦ ହଜାର ଟଙ୍କା ମୁଚାଲିକାରେ କୋର୍ଟ ସେମାନଙ୍କୁ ଜାମିନ୍‌ ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ, ଗତ ଜୁନ୍‌ ୧୪ରେ ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ର, ତାଙ୍କ ପତ୍ନୀ ଓ ପୁଅ ବିରୋଧରେ ବୋହୂ ନିର୍ଯାତନା ଅଭିଯୋଗ ଆଣିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story