କଟକ: ବାଦାମବାଡି ପୋଲିସ ଆଜି ଜଣେ ମୋବାଇଲ ଲୁଟେରାଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ହେଲେ ଚୌଧୁରୀବଜାର ଅଞ୍ଚଳର ଅମର ସିଂ। ପୋଲିସ ତାଙ୍କ ନିକଟରୁ ୧୩ଟି ମୋବାଇଲ ସହ ବିଭିନ୍ନ ଇଲେକ୍ଟ୍ରୋନିକ ସାମଗ୍ରୀ ମଧ୍ୟ ଜବତ କରିଛି। ଅମର ଦୀର୍ଘଦିନ ହେବ ବାଦାମବାଡି ବସ୍ଷ୍ଟାଣ୍ଡ ଓ ଆଖପାଖ ଅଞ୍ଚଳରେ ମୋବାଇଲ ଲୁଟ କରୁଥିଲା। ଗିରଫ ପରେ ଅମରଙ୍କୁ କୋର୍ଟ ଚାଲାଣ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।