ନରସିଂହପୁର : ଶରଧାପୁର ଗୁଳିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହ ୨ ଗିରଫ

ନରସିଂହପୁର: କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ଶରଧାପୁର ଗୁଳିକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଓ ତାର ୨ ସହଯୋଗୀଙ୍କୁ ପୋଲିସ ଗରିଫ କରିଛି। ଅଭିଯୁକ୍ତ ମାନଙ୍କ ପାଖରୁ ବ୍ୟବହୃତ ଦେଶୀ ବନ୍ଧୁକ ଜବତ କରାଯାଇଛି। ନରସିଂହପୁର ଡ୍ରାମାରେ ହୋଇଥିବା ଗଣ୍ଡଗୋଳକୁ ନେଇ ଏହି ଗୁଳିକାଣ୍ଡ ଘଟିଥିବା ପୋଲିସ  ସୂଚନା  ଦେଇଛି।