ନରସିଂହପୁର : ଶରଧାପୁର ଗୁଳିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହ ୨ ଗିରଫ

ନରସିଂହପୁର: କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ଶରଧାପୁର ଗୁଳିକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଓ ତାର ୨ ସହଯୋଗୀଙ୍କୁ ପୋଲିସ ଗରିଫ କରିଛି। ଅଭିଯୁକ୍ତ ମାନଙ୍କ ପାଖରୁ ବ୍ୟବହୃତ ଦେଶୀ ବନ୍ଧୁକ ଜବତ କରାଯାଇଛି। ନରସିଂହପୁର ଡ୍ରାମାରେ ହୋଇଥିବା ଗଣ୍ଡଗୋଳକୁ ନେଇ ଏହି ଗୁଳିକାଣ୍ଡ ଘଟିଥିବା ପୋଲିସ  ସୂଚନା  ଦେଇଛି।

cuttack

Rakesh Mallick
  • Published: Saturday, 24 October 2015
  • , Updated: 24 October 2015, 06:28 AM IST

Related story