କଟକ: ଝାଞ୍ଜିରୀମଙ୍ଗଳାର ମଙ୍ଗଳା ମନ୍ଦିରରୁ ଚୋରି ଅଭିଯୋଗ

କଟକ: କଟକ ଝାଞ୍ଜିରୀ ମଙ୍ଗଳା ସ୍ଥିତ ମଙ୍ଗଳା ମନ୍ଦିରରୁ ରବିବାର ବିଳମ୍ୱିତ ରାତ୍ରିରେ ମନ୍ଦିର କବାଟ ଭାଙ୍ଗି ଚୋରି  ହୋଇଥିବା ଅଭିଯୋଗ ହୋଇଛି। ଚୋରି ଗହଣାର ମୂଲ୍ୟ ୪ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଆଜି ସକାଳୁ ମନ୍ଦିର ପୂଜକ ଗହଣା ଚୋରି ହୋଇଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ମନ୍ଦିରରେ ପହଞ୍ଚି ଘଟଣାର ତଦନ୍ତ କରୁଛି। ତେବେ ପ୍ରାଥମିକ ତଦନ୍ତରୁ କଟକର ବିଭିନ୍ନ ମନ୍ଦିରରେ ଗହଣା ଚୋରି କରୁଥିବା ଏକ ଗ୍ୟାଙ୍ଗର […]

cuttack

cuttack

Rakesh Mallick
  • Published: Monday, 28 December 2015
  • Updated: 28 December 2015, 12:57 PM IST

Sports

Latest News

କଟକ: କଟକ ଝାଞ୍ଜିରୀ ମଙ୍ଗଳା ସ୍ଥିତ ମଙ୍ଗଳା ମନ୍ଦିରରୁ ରବିବାର ବିଳମ୍ୱିତ ରାତ୍ରିରେ ମନ୍ଦିର କବାଟ ଭାଙ୍ଗି ଚୋରି  ହୋଇଥିବା ଅଭିଯୋଗ ହୋଇଛି। ଚୋରି ଗହଣାର ମୂଲ୍ୟ ୪ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଆଜି ସକାଳୁ ମନ୍ଦିର ପୂଜକ ଗହଣା ଚୋରି ହୋଇଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ମନ୍ଦିରରେ ପହଞ୍ଚି ଘଟଣାର ତଦନ୍ତ କରୁଛି। ତେବେ ପ୍ରାଥମିକ ତଦନ୍ତରୁ କଟକର ବିଭିନ୍ନ ମନ୍ଦିରରେ ଗହଣା ଚୋରି କରୁଥିବା ଏକ ଗ୍ୟାଙ୍ଗର ଏଥିରେ ସମ୍ପୃକ୍ତି ଥିବା ଅନୁମାନ କରାଯାଉଛି। ମନ୍ଦିରରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣାର ଅଧିକ ତଦନ୍ତ କରିବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story