୬ ଦିନିଆ ରିମାଣ୍ଡରେ ଗଲା ଡି’ ବ୍ରଦର୍ସଙ୍କ ସାର୍ପ ସୁଟର ଆରିଫ୍‌

ଭୁବନେଶ୍ୱର: ଡି’ ବ୍ରଦର୍ସ ଗ୍ୟାଙ୍ଗର ସାର୍ପ ସୁଟର ଆରିଫ୍‌ ଖାନ୍‌କୁ ମଙ୍ଗଳବାର ୬ ଦିନିଆ ରିମାଣ୍ଡରେ ଆଣିଛି କମିଶନରେଟ୍ ପୋଲିସ। ଆରିଫ୍‌କୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ ପୋଲିସ ପକ୍ଷରୁ କଟକ ଏସ୍‌ଡିଜେଏମଙ୍କ କୋର୍ଟରେ ଆବେଦନ କରିଥିଲା। ସୂଚନାଯୋଗ୍ୟ ଗତ ୧୪ ତାରିଖରେ ଆରିଫ୍‌କୁ ତାମିଲନାଡୁର ମଦୁରାଇରୁ ଗିରଫ କରାଯାଇଥିଲା। ବହୁ ଚର୍ଚ୍ଚିତ ଦୀପୁ, ଓମ୍‌ ଓ ଫାରୁକ୍‌ ହତ୍ୟା ଘଟଣାରେ ଆରିଫ୍‌ ସମ୍ପୃକ୍ତି ଥିବା ଅଭିଯୋଗ ରହିଛି।

aripha

Rakesh Mallick
  • Published: Tuesday, 19 April 2016
  • , Updated: 19 April 2016, 05:45 PM IST

ଭୁବନେଶ୍ୱର: ଡି’ ବ୍ରଦର୍ସ ଗ୍ୟାଙ୍ଗର ସାର୍ପ ସୁଟର ଆରିଫ୍‌ ଖାନ୍‌କୁ ମଙ୍ଗଳବାର ୬ ଦିନିଆ ରିମାଣ୍ଡରେ ଆଣିଛି କମିଶନରେଟ୍ ପୋଲିସ। ଆରିଫ୍‌କୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ ପୋଲିସ ପକ୍ଷରୁ କଟକ ଏସ୍‌ଡିଜେଏମଙ୍କ କୋର୍ଟରେ ଆବେଦନ କରିଥିଲା।

ସୂଚନାଯୋଗ୍ୟ ଗତ ୧୪ ତାରିଖରେ ଆରିଫ୍‌କୁ ତାମିଲନାଡୁର ମଦୁରାଇରୁ ଗିରଫ କରାଯାଇଥିଲା। ବହୁ ଚର୍ଚ୍ଚିତ ଦୀପୁ, ଓମ୍‌ ଓ ଫାରୁକ୍‌ ହତ୍ୟା ଘଟଣାରେ ଆରିଫ୍‌ ସମ୍ପୃକ୍ତି ଥିବା ଅଭିଯୋଗ ରହିଛି।

Related story