ଡି-ବ୍ରଦର୍ସ ଲିଙ୍କ୍‌ ଅଭିଯୋଗରେ ଦୁଇ ଗିରଫ

କଟକ: ଡି-ବ୍ରଦର୍ସ ଲିଙ୍କ୍‌ ମାମଲାରେ ଆଉ ୨ ଜଣଙ୍କୁ ଚାଉଳିଆଗଞ୍ଜ ପୋଲିସ ଆଜି ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଦିପ୍ତୀରଞ୍ଜନ ଦାସ ଓ ସୁବାଶିସ ସ୍ୱାଇଁ। ଦାଦାବଟି ଆଦାୟ, ଟେଣ୍ଡର ପିକ୍ସିଂ, ବନ୍ଧୁକ ବ୍ୟବସାୟ ଅଭିଯୋଗରେ ଏମାନଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଡି-ବ୍ରଦର୍ସର ଅନ୍ୟତମ ସହଯୋଗୀ ଭରତ ଭୁଷଣ ସ୍ୱାଇଁଙ୍କ ସହ ମିଶି ଏମାନେ ଦୀର୍ଘଦିନ ଧରି କାମ କରୁଥିବା ପୋଲିସ୍‌ ଜାଣିବାକୁ ପାଇଥିଲା।

d-brothers2

Rakesh Mallick
  • Published: Friday, 07 October 2016
  • , Updated: 07 October 2016, 09:11 PM IST

କଟକ: ଡି-ବ୍ରଦର୍ସ ଲିଙ୍କ୍‌ ମାମଲାରେ ଆଉ ୨ ଜଣଙ୍କୁ ଚାଉଳିଆଗଞ୍ଜ ପୋଲିସ ଆଜି ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଦିପ୍ତୀରଞ୍ଜନ ଦାସ ଓ ସୁବାଶିସ ସ୍ୱାଇଁ। ଦାଦାବଟି ଆଦାୟ, ଟେଣ୍ଡର ପିକ୍ସିଂ, ବନ୍ଧୁକ ବ୍ୟବସାୟ ଅଭିଯୋଗରେ ଏମାନଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ଡି-ବ୍ରଦର୍ସର ଅନ୍ୟତମ ସହଯୋଗୀ ଭରତ ଭୁଷଣ ସ୍ୱାଇଁଙ୍କ ସହ ମିଶି ଏମାନେ ଦୀର୍ଘଦିନ ଧରି କାମ କରୁଥିବା ପୋଲିସ୍‌ ଜାଣିବାକୁ ପାଇଥିଲା।

Related story