ଡି’ ବ୍ରଦର୍ସ ଲିଙ୍କ୍ ଅଭିଯୋଗ: ସୋଲା ସାହୁକୁ ଗିରଫ କଲା କମିଶନରେଟ୍ ପୋଲିସ 

କଟକ: ଧଳସାମନ୍ତ ଭ୍ରାତାଙ୍କ ସହ ଲିଙ୍କ୍ ଅଭିଯୋଗରେ ଆଜି କମିଶନରେଟ୍ ପୋଲିସ ସୋଲା ସାହୁଙ୍କୁ ଗିରଫ କରିଛି।  ରବିବାର ସୋଲାର ରାଣୀହାଟସ୍ଥିତ ଘରେ ଚଢ଼ାଉ ବେଳେ ପୋଲିସ ୩ଟି ବନ୍ଧୁକ ଓ ୧୧ଟି ଅଫୁଟା ଗୁଳି ଜବତ କରିଥିଲା।  ଗତକାଲିଠୁ ପୋଲିସ ତାକୁ ଅଟକ ରଖି ପଚରାଉଚରା କରୁଥିଲା। ସେହିପରି ଭୋଳାଭଗତ ନାମକ ଆଉ ଜଣେ ବ୍ୟକ୍ତିଙ୍କ ବାଦାମବାଡିସ୍ଥିତ ଘରେ ରବିବାର ପୋଲିସ ଚଢ଼ାଉ କରିଥିଲା।

sola sahoo

Rakesh Mallick
  • Published: Monday, 15 February 2016
  • , Updated: 15 February 2016, 03:34 AM IST

କଟକ: ଧଳସାମନ୍ତ ଭ୍ରାତାଙ୍କ ସହ ଲିଙ୍କ୍ ଅଭିଯୋଗରେ ଆଜି କମିଶନରେଟ୍ ପୋଲିସ ସୋଲା ସାହୁଙ୍କୁ ଗିରଫ କରିଛି।  ରବିବାର ସୋଲାର ରାଣୀହାଟସ୍ଥିତ ଘରେ ଚଢ଼ାଉ ବେଳେ ପୋଲିସ ୩ଟି ବନ୍ଧୁକ ଓ ୧୧ଟି ଅଫୁଟା ଗୁଳି ଜବତ କରିଥିଲା।  ଗତକାଲିଠୁ ପୋଲିସ ତାକୁ ଅଟକ ରଖି ପଚରାଉଚରା କରୁଥିଲା।

ସେହିପରି ଭୋଳାଭଗତ ନାମକ ଆଉ ଜଣେ ବ୍ୟକ୍ତିଙ୍କ ବାଦାମବାଡିସ୍ଥିତ ଘରେ ରବିବାର ପୋଲିସ ଚଢ଼ାଉ କରିଥିଲା।

Related story