ଅଖନା ଓ ଚଣ୍ଡିଆ ହତ୍ୟାକାଣ୍ଡ: ସୁଶାନ୍ତ ଧଳସାମନ୍ତଙ୍କ ବିରୋଧରେ ଚାର୍ଜଫ୍ରେମ୍ କଲା ପୋଲିସ୍‌

କଟକ: ଅଖନା ଓ ଚଣ୍ଡିଆ ହତ୍ୟାକାଣ୍ଡର ଅଭିଯୁକ୍ତ ସୁଶାନ୍ତ ଧଳସାମନ୍ତଙ୍କ ବିରୋଧରେ କଟକ ସେସନ୍ସ କୋର୍ଟରେ ଚାର୍ଜଫ୍ରେମ୍ କରାଯାଇଛି। ପୂର୍ବରୁ ଏହି ମାମଲାରେ ଅଭିଯୁକ୍ତ ସୁଶୀଲ ଧଳସାମନ୍ତ ଓ ଅନ୍ୟମାନେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ସୁଶାନ୍ତ ଏହି ୨ଟି  ମାମଲାରେ  ଫେରାର ଥିବାରୁ  ତାଙ୍କର ବିଚାର ହୋଇ ପାରି ନ ଥିଲା। ଆସନ୍ତ ୧୯ ଓ ୨୦ ତାରିଖରେ  ଏହି ଦୁଇ ମାମଲାରେ ସାକ୍ଷ୍ୟଗ୍ରହଣ କରାଯିବ। ତେବେ ସହଯୋଗୀଙ୍କୁ ବନ୍ଧୁକ ଯୋଗାଇବା ଅଭିଯୋଗରୁ ବାଦ୍‌ ଦେବା ପାଇଁ […]

d brothers

Rakesh Mallick
  • Published: Friday, 29 July 2016
  • , Updated: 29 July 2016, 07:43 PM IST

କଟକ: ଅଖନା ଓ ଚଣ୍ଡିଆ ହତ୍ୟାକାଣ୍ଡର ଅଭିଯୁକ୍ତ ସୁଶାନ୍ତ ଧଳସାମନ୍ତଙ୍କ ବିରୋଧରେ କଟକ ସେସନ୍ସ କୋର୍ଟରେ ଚାର୍ଜଫ୍ରେମ୍ କରାଯାଇଛି। ପୂର୍ବରୁ ଏହି ମାମଲାରେ ଅଭିଯୁକ୍ତ ସୁଶୀଲ ଧଳସାମନ୍ତ ଓ ଅନ୍ୟମାନେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ସୁଶାନ୍ତ ଏହି ୨ଟି  ମାମଲାରେ  ଫେରାର ଥିବାରୁ  ତାଙ୍କର ବିଚାର ହୋଇ ପାରି ନ ଥିଲା। ଆସନ୍ତ ୧୯ ଓ ୨୦ ତାରିଖରେ  ଏହି ଦୁଇ ମାମଲାରେ ସାକ୍ଷ୍ୟଗ୍ରହଣ କରାଯିବ। ତେବେ ସହଯୋଗୀଙ୍କୁ ବନ୍ଧୁକ ଯୋଗାଇବା ଅଭିଯୋଗରୁ ବାଦ୍‌ ଦେବା ପାଇଁ ସୁଶାନ୍ତ କୋର୍ଟରେ  ଆବେଦନ କରିଛନ୍ତି। ଏନେଇ ଆସନ୍ତା ୧୦ ତାରିଖରେ ଶୁଣାଣି ହେବ।

ଦାଦାବଟି ଆଦାୟକ ଓ ଟେଣ୍ଡର ଫିକ୍ସିଂ ଅଭିଯୋଗରେ  ଡି’ ବ୍ରଦର୍ସଙ୍କ ସହଯୋଗୀ ଅଶେଷ ମହାନ୍ତିଙ୍କୁ ମଧ୍ୟ ଆଜି  କଟକ ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା।

Related story