ଡି’ ବ୍ରଦର୍ସଙ୍କ ନାଁରେ ଆଉ ଏକ ମାମଲା

କଟକ: ଡି’ ବ୍ରସର୍ଦଙ୍କ ନାଁରେ ଅଭିଯୋଗର ଫର୍ଦ୍ଦ ବଢ଼ିବାରେ ଲାଗିଛି। ଦୁଇ ଭାଇଙ୍କ ନାଁରେ ମର୍କତନଗର ଥାନାରେ ଆଉ ଏକ ମାମଲା ରୁଜୁ ହୋଇଛି। ସ୍ପେଶାଲ କ୍ଲାସ ଠିକାଦାର ସୁଶାନ୍ତ ସ୍ୱାଇଁ ଏହି ଅଭିଯୋଗ କରିଛନ୍ତି। ୨ଟି ଠିକା କାମ ପାଇଁ ଡି’ ବ୍ରଦର୍ସ ତାଙ୍କଠାରୁ ୧୫ଲକ୍ଷ ଟଙ୍କା ବଟି ନେଇଛନ୍ତି। ସହଯୋଗୀ ତପନ ରାଉତ ଜରିଆରେ ଏହି ବଟି ନିଆଯାଇଥିବା ସୁଶାନ୍ତ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ଏହାକୁ ମିଶାଇ ଡି-ବ୍ରଦର୍ସଙ୍କ ବିରୋଧରେ ବର୍ତ୍ତମାନ ସୁଦ୍ଧା ୧୧ଟି […]

d-brothers

Rakesh Mallick
  • Published: Wednesday, 30 March 2016
  • , Updated: 30 March 2016, 11:35 AM IST

କଟକ: ଡି’ ବ୍ରସର୍ଦଙ୍କ ନାଁରେ ଅଭିଯୋଗର ଫର୍ଦ୍ଦ ବଢ଼ିବାରେ ଲାଗିଛି। ଦୁଇ ଭାଇଙ୍କ ନାଁରେ ମର୍କତନଗର ଥାନାରେ ଆଉ ଏକ ମାମଲା ରୁଜୁ ହୋଇଛି। ସ୍ପେଶାଲ କ୍ଲାସ ଠିକାଦାର ସୁଶାନ୍ତ ସ୍ୱାଇଁ ଏହି ଅଭିଯୋଗ କରିଛନ୍ତି। ୨ଟି ଠିକା କାମ ପାଇଁ ଡି’ ବ୍ରଦର୍ସ ତାଙ୍କଠାରୁ ୧୫ଲକ୍ଷ ଟଙ୍କା ବଟି ନେଇଛନ୍ତି। ସହଯୋଗୀ ତପନ ରାଉତ ଜରିଆରେ ଏହି ବଟି ନିଆଯାଇଥିବା ସୁଶାନ୍ତ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି।

ଏହାକୁ ମିଶାଇ ଡି-ବ୍ରଦର୍ସଙ୍କ ବିରୋଧରେ ବର୍ତ୍ତମାନ ସୁଦ୍ଧା ୧୧ଟି ମାମଲା ରୁଜୁ ହୋଇସାରିଲାଣି।

Related story