ଡି’ଲିଙ୍କ୍‌: ଗିରଫ ୫ ଅଭିଯୁକ୍ତ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର

କଟକ: ଡି’ଲିଙ୍କ୍‌ ଅଭିଯୋଗରେ ଗିରଫ ୫  ଅଭିଯୁକ୍ତଙ୍କୁ ଶନିବାର କଟକ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଛି। ହାଜର ହୋଇଥିବା ଅଭିଯୁକ୍ତମାନେ ହେଲେ ଯୁଗ ପ୍ରସାଦ କାନୁନଗୋ, ଦେବାଶିଷ କର, ସହଯୋଗୀ ସୋଲା ସାହୁ, ସୁଧୀର ଚୌଧୁରୀ ଓ ପୂର୍ବତନ କର୍ପୋରେଟର ବୁଲୁ ମହାନ୍ତି। ସମସ୍ତଙ୍କ ନାଁରେ ଆଉ କିଛି ନୂଆ ମାମଲା ଆଧାରରେ କୋର୍ଟରେ ହାଜର କରାଯାଇଛି। ଏମାନଙ୍କୁ ପଚରାଉଚରା ବେଳେ ପୋଲିସ୍ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଥିବା ସୂଚନା ମିଳିଛି।

d-link

Rakesh Mallick
  • Published: Saturday, 19 March 2016
  • , Updated: 19 March 2016, 10:26 AM IST

Related story