ଡି-ବ୍ରଦର୍ସଙ୍କ ଆଉ ଜଣେ ସହଯୋଗୀ ସୁଧାକର ବେହେରା ଗିରଫ

କଟକ: ଡି’ବ୍ରଦର୍ସଙ୍କ ଆଉ ଜଣେ ସହଯୋଗୀ ସୁଧାକର ବେହେରାଙ୍କୁ ବିଦ୍ୟାଧରପୁର ଅଞ୍ଚଳରୁ ଚାଉଳିଆଗଞ୍ଜ ପୋଲିସ୍ ଗିରଫ କରିଛି। ସୁଧାକରଙ୍କ ନାଁରେ ବିଭିନ୍ନ ଥାନାରେ ବହୁ ମାମଲା ଥିବା ଜଣାପଡ଼ିଛି। ଏହି ଗିରଫଦାରୀ ସହିତ ଏପର୍ଯ୍ୟନ୍ତ ଡି- ବ୍ରଦର୍ସଙ୍କ ଲିଙ୍କରେ ମୋଟ ଗିରଫ ସଂଖ୍ୟା ୩୬ରେ ପହଞ୍ଚିଛି।

giraf

Rakesh Mallick
  • Published: Sunday, 10 July 2016
  • , Updated: 10 July 2016, 02:45 PM IST

Related story