ବେଙ୍ଗାଲୁରୁ ରେଳ ଷ୍ଟେସନରୁ ଓଡ଼ିଆ ଶ୍ରମିକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ବେଙ୍ଗାଲୁରୁ: ବେଙ୍ଗାଲୁରୁ ଏଲଙ୍କା ରେଳ ଷ୍ଟେସନରୁ ଓଡ଼ିଆ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣଙ୍କ ହେଲେ ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ପ୍ରଥମାଖଣ୍ଡ ଗାଁର ତରନ୍‌ ସେନ୍‌। ସେ ବେଙ୍ଗାଲୁରୁରେ ଏକ ଘରୋଇ କନଷ୍ଟ୍ରକସନ୍‌ କମ୍ପାନୀରେ କାମ କରୁଥିଲେ। ଦୋଦାବଲପୁର ରୋଡରେ ତରନ୍ ରହୁଥିଲେ। ତାଙ୍କୁ କେହି ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏନେଇ କୂଆଖିଆ ଥାନାରେ ଏତଲା ଦିଆଯାଇଛି। ଖବର ମିଳିବା ପରେ ତରନଙ୍କ ପରିବାର ଲୋକ ବେଙ୍ଗାଲୁରୁ ଯାଇଛନ୍ତି।

bb

bb

Rakesh Mallick
  • Published: Tuesday, 11 October 2016
  • Updated: 11 October 2016, 03:32 PM IST

Sports

Latest News

ବେଙ୍ଗାଲୁରୁ: ବେଙ୍ଗାଲୁରୁ ଏଲଙ୍କା ରେଳ ଷ୍ଟେସନରୁ ଓଡ଼ିଆ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣଙ୍କ ହେଲେ ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ପ୍ରଥମାଖଣ୍ଡ ଗାଁର ତରନ୍‌ ସେନ୍‌। ସେ ବେଙ୍ଗାଲୁରୁରେ ଏକ ଘରୋଇ କନଷ୍ଟ୍ରକସନ୍‌ କମ୍ପାନୀରେ କାମ କରୁଥିଲେ। ଦୋଦାବଲପୁର ରୋଡରେ ତରନ୍ ରହୁଥିଲେ। ତାଙ୍କୁ କେହି ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏନେଇ କୂଆଖିଆ ଥାନାରେ ଏତଲା ଦିଆଯାଇଛି।

ଖବର ମିଳିବା ପରେ ତରନଙ୍କ ପରିବାର ଲୋକ ବେଙ୍ଗାଲୁରୁ ଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos