ଢେଙ୍କାନାଳ: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ କୃଷି ବିଭାଗର ୨କିରାଣି
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କୃଷି ବିଭାଗର ୨ଜଣ କିରାଣି ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ସେମାନେ ହେଲେ ରଞ୍ଜନ ପଣ୍ଡା ଓ ନରେଶ ଧଳ। ଜଣେ କୁକୁଡା ଚାଷୀ ପ୍ରଭାତ ରାଉଳଙ୍କ ଠାରୁ ଋଣ ଛାଡ଼ ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀ ସେମାନଙ୍କୁ ଗିରଫ କରିଥିଲେ। ଉଭୟ ୨ହଜାର ଲେଖାଏଁ କରି ମୋଟ ୪ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି। ଗିରଫ ପରେ ଅଭିଯୁକ୍ତମାନଙ୍କୁ ଭିଜିଲାନ୍ସ ବିଭାଗ ଅଫିସକୁ […]
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କୃଷି ବିଭାଗର ୨ଜଣ କିରାଣି ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ସେମାନେ ହେଲେ ରଞ୍ଜନ ପଣ୍ଡା ଓ ନରେଶ ଧଳ। ଜଣେ କୁକୁଡା ଚାଷୀ ପ୍ରଭାତ ରାଉଳଙ୍କ ଠାରୁ ଋଣ ଛାଡ଼ ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀ ସେମାନଙ୍କୁ ଗିରଫ କରିଥିଲେ। ଉଭୟ ୨ହଜାର ଲେଖାଏଁ କରି ମୋଟ ୪ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି। ଗିରଫ ପରେ ଅଭିଯୁକ୍ତମାନଙ୍କୁ ଭିଜିଲାନ୍ସ ବିଭାଗ ଅଫିସକୁ ନିଆଯାଇଛି।